ସଲମାନଙ୍କୁ ଛାଡ଼ନ୍ତୁ, ଏଇ ୧୫ ଜଣଙ୍କୁ ପଚାରନ୍ତୁ ଆଉ କେବେ ବାହା ହେବେ

ଭାଇଜାନ୍‌ ସଲମାନ ଖାନଙ୍କୁ ଏବେ ୫୧ ବର୍ଷ। ଆସନ୍ତା ମାସ ୨୭ ତାରିଖରେ ସେ ୫୨ ବର୍ଷରେ ପାଦ ଥାପିବେ। କିନ୍ତୁ ଏଯାଏଁ ସେ ସିଙ୍ଗିଲ୍‌ ଅଛନ୍ତି। ଅର୍ଥାତ୍ ବିବାହ କରି ନାହାନ୍ତି। ଏବେ ବି ବିଭିନ୍ନ ଶୋରେ ତାଙ୍କୁ ଗୋଟିଏ ପ୍ରଶ୍ନ ନିଶ୍ଚିତ ପଚରାଯାଏ- ଆପଣ କେବେ ବିବାହ କରିବେ? ତାଙ୍କ ବିବାହକୁ ନେଇ ଅତୀତରେ ଅନେକ ଆଲୋଚନା ହୋଇଛି ଓ ଏବେବି ହେଉଛି। ତେବେ କାହାରିକୁ ଜଣାନାହିଁ ସେ କେବେ ବାହା ହେବେ। ସଲମାନ […]

salman

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 09:29 AM IST

ଭାଇଜାନ୍‌ ସଲମାନ ଖାନଙ୍କୁ ଏବେ ୫୧ ବର୍ଷ। ଆସନ୍ତା ମାସ ୨୭ ତାରିଖରେ ସେ ୫୨ ବର୍ଷରେ ପାଦ ଥାପିବେ। କିନ୍ତୁ ଏଯାଏଁ ସେ ସିଙ୍ଗିଲ୍‌ ଅଛନ୍ତି। ଅର୍ଥାତ୍ ବିବାହ କରି ନାହାନ୍ତି। ଏବେ ବି ବିଭିନ୍ନ ଶୋରେ ତାଙ୍କୁ ଗୋଟିଏ ପ୍ରଶ୍ନ ନିଶ୍ଚିତ ପଚରାଯାଏ- ଆପଣ କେବେ ବିବାହ କରିବେ? ତାଙ୍କ ବିବାହକୁ ନେଇ ଅତୀତରେ ଅନେକ ଆଲୋଚନା ହୋଇଛି ଓ ଏବେବି ହେଉଛି। ତେବେ କାହାରିକୁ ଜଣାନାହିଁ ସେ କେବେ ବାହା ହେବେ। ସଲମାନ ଏପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ କରି ନାହାନ୍ତି। ତେବେ ସଲମାନ ଏକା ନୁହଁନ୍ତି, ବଲିଉଡ୍‌ରେ ଆହୁରି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ୫୦ ଅତିକ୍ରମ କରିବା ପରେ ମଧ୍ୟ ସିଙ୍ଗିଲ୍ ଅଛନ୍ତି। ଆମେ ଆଜି ଆପଣମାନଙ୍କୁ ଏପରି କିଛି ଆକ୍ଟର, ଡାଇରେକ୍ଟର ଓ ଫିଲ୍ମମେକରଙ୍କ ସଂପର୍କରେ କହିବୁ ଯେଉଁମାନେ ୪୦ ବର୍ଷ ଅତିକ୍ରାନ୍ତ କରି ସାରିଥିବା ସତ୍ତ୍ୱେ ଅବିବାହିତ ଅଛନ୍ତି। ଏମାନେ ଏକା ଏକା ବଞ୍ଚିବାର ମଜା ଏବେବି ନେଉଛନ୍ତି।

 

ସଞ୍ଜୟ ଲୀଲା ଭଂଶାଲୀ (ବୟସ-୫୪)

 

 

 

 

 

 

 

 

 

 

ରାହୁଲ ବୋଷ (ବୟସ-୫୦)

 

 

 

 

 

 

 

 

 

 

 

ମନୀଷ ମଲହୋତ୍ରା, ଫେସନ୍ ଡିଜାଇନର (ବୟସ-୫୦)

 

 

 

 

 

 

 

 

 

 

 

ସାଜିଦ ଖାନ (ବୟସ-୪୬)

 

 

 

 

 

 

 

 

 

 

 

 

 

 

 

ତବୁ (ବୟସ-୪୬)

 

 

 

 

 

 

 

 

 

 

 

 

 

 

ରାହୁଲ ଖନ୍ନା (ବୟସ-୪୫)

 

 

 

 

 

 

 

 

 

 

 

 

 

କରଣ ଜୋହର (ବୟସ- ୪୫)

 

 

 

 

 

 

 

 

 

 

 

 

ଜୋୟା ଅଖତର (ବୟସ- ୪୫)

 

 

 

 

 

 

 

 

 

 

 

 

ଉଦୟ ଚୋପ୍ରା (ବୟସ-୪୪)

 

 

 

 

 

 

 

 

 

 

 

 

ଏକତା କପୁର (ବୟସ ୪୨)

 

 

 

 

 

 

 

 

 

 

 

 

ଅକ୍ଷୟ ଖନ୍ନା (ବୟସ-୪୨)

 

 

 

 

 

 

 

 

 

 

 

 

 

ଅମିଶା ପଟେଲ (ବୟସ-୪୧)

 

 

 

 

 

 

 

 

 

 

 

 

 

 

ଅଭୟ ଦେଓଲ (ବୟସ-୪୧)

 

 

 

 

 

 

 

 

 

 

 

ସୁସ୍ମିତା ସେନ (ବୟସ-୪୨)

 

 

 

 

 

 

 

 

 

 

 

 

 

 

ରଣଦୀପ ହୁଡ୍ଡା (ବୟସ-୪୧)

Related story