ଫିଲ୍ମ ହିଟ୍ କରିବାର ଫଣ୍ଡା: ଜାଣନ୍ତୁ କ’ଣ କରନ୍ତି ବଲିଉଡ୍‌ର ଏହି ଷ୍ଟାରମାନେ

ଫିଲ୍ମ ହିଟ୍‌ କରିବା ପାଇଁ ବଲିଉଡ୍‌ ହିରୋ ଓ ହିରୋଇନ୍‌ ମାନେ ଅନେକ ଉପାୟ ଆପଣାନ୍ତି। କାରଣ ତା’ ଉପରେ ସେମାନଙ୍କ କ୍ୟାରିୟର ନିର୍ଭର କରେ। ଆସନ୍ତୁ ଜାଣିବା ଫିଲ୍ମ ହିଟ୍ କରିବା ପାଇଁ ଏଇ ବଲିଉଡ୍‌ ଷ୍ଟାରମାନେ କ’ଣ କରନ୍ତି। ଦୀପିକା ପାଦୁକୋନ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ନିଜର ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଆନ୍ତି। ଫିଲ୍ମ ହିଟ୍‌ ହେବା ପାଇଁ ସେ ମନ୍ଦିର ଯାଆନ୍ତି ବୋଲି ଦୀପିକା ନିଜେ […]

sallu

sallu

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 10:33 AM IST

Sports

Latest News

ଫିଲ୍ମ ହିଟ୍‌ କରିବା ପାଇଁ ବଲିଉଡ୍‌ ହିରୋ ଓ ହିରୋଇନ୍‌ ମାନେ ଅନେକ ଉପାୟ ଆପଣାନ୍ତି। କାରଣ ତା’ ଉପରେ ସେମାନଙ୍କ କ୍ୟାରିୟର ନିର୍ଭର କରେ। ଆସନ୍ତୁ ଜାଣିବା ଫିଲ୍ମ ହିଟ୍ କରିବା ପାଇଁ ଏଇ ବଲିଉଡ୍‌ ଷ୍ଟାରମାନେ କ’ଣ କରନ୍ତି।

ଦୀପିକା ପାଦୁକୋନ

ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ନିଜର ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଆନ୍ତି। ଫିଲ୍ମ ହିଟ୍‌ ହେବା ପାଇଁ ସେ ମନ୍ଦିର ଯାଆନ୍ତି ବୋଲି ଦୀପିକା ନିଜେ କହନ୍ତି।

ସଲମାନ୍‌ ଖାନ୍‌

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଯେଉଁ ଫିଲ୍ମ କରିଥାନ୍ତି ସେହି ଫିଲ୍ମ ହିଟ୍‌ ହୋଇଥାଏ। ସଲମାନ୍‌ କହନ୍ତି ଇଦ୍‌ରେ ତାଙ୍କ ଫିଲ୍ମ ରିଲିଜ୍ ହେଲେ ନିଶ୍ଚିତ ହିଟ୍ ହୁଏ। ତେଣୁ ସେ ତାଙ୍କ ଫିଲ୍ମ ଇଦ୍‌ରେ ରିଲିଜ୍ କରିବାକୁ ପସନ୍ଦ କରନ୍ତି।

ଆମୀର ଖାନ୍‌

ମିଷ୍ଟର ଫରଫେକ୍ଟ ଆମୀର ଖାନ୍‌ ଡିସେମ୍ବର ମାସରେ ଫିଲ୍ମ ରିଲିଜ୍‌ କରିବା ପାଇଁ ପସନ୍ଦ କରନ୍ତି। ଡିସେମ୍ବର ମାସ ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥାଏ।

ଅକ୍ଷୟ କୁମାର

ଅକ୍ଷୟ କୁମାର ଫିଲ୍ମ ହିଟ୍‌ କରିବା ପାଇଁ ଆରମ୍ଭରୁ ଲାଗି ପଡ଼ନ୍ତି। କିନ୍ତୁ ଯେତେ ବଡ଼ ଫିଲ୍ମ ହେଲେ ବି ରବିବାର ଦିନ ସେ ସେହି ବିଷୟରେ କୌଣସି ଆଲୋଚନା କରନ୍ତି ନାହିଁ। ଏପରିକି ଫିଲ୍ମ ପାଇଁ ଆଡଭାନ୍ସ ନିଅନ୍ତି ନାହିଁ।

ରିପୋର୍ଟ- ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos