ଶାହିଦ୍‌ କପୁର କିଣିଲେ ନୂଆ ଫ୍ଲାଟ୍‍: ଏହାର ଦାମ୍ ‍କେତେ ଜାଣନ୍ତି?

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍ ‍କପୁର ମୁମ୍ୱାଇରେ ଏକ ନୂଆ ଫ୍ଲାଟ୍‍ କିଣିଛନ୍ତି। ଅପସ୍କେଲ୍‌ ‍ବର୍ଲିସ୍ଥିତ ଏହି ଡୁପ୍ଲେକ୍ସର ଦାମ୍‌ କେତେ ଆପଣ ଜାଣନ୍ତି? ଏହି ନୂଆ ଫ୍ଲାଟ୍‌ର ଦାମ୍ ‍ହେଉଛି  ୫୫ କୋଟି ୬୦ ଲକ୍ଷ ଟଙ୍କା। ଶାହିଦ୍‌ ‍ସରକାରଙ୍କୁ ଏଥିପାଇଁ ୨ କୋଟି ୯୧ ଲକ୍ଷ ଟଙ୍କାର ସ୍ଟାମ୍ପ‌ ଡ୍ୟୁଟି ପୈଠ କରିଛନ୍ତି। ଶାହିଦ୍‌ଙ୍କର ଏହି ଫ୍ଲାଟ୍ ଆପାର୍ଟମେଣ୍ଟର ୪୨ ଓ ୪୩ ତାଲାରେ ରହିଛି। ଶାହିଦ୍‌‍ଙ୍କ ଝିଅ ମିଶା ପରେ ଏବେ ତାଙ୍କ […]

707763-shahid-kapoor-and-mira-kapoor

707763-shahid-kapoor-and-mira-kapoor

Rakesh Mallick
  • Published: Monday, 23 July 2018
  • Updated: 23 July 2018, 04:28 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍ ‍କପୁର ମୁମ୍ୱାଇରେ ଏକ ନୂଆ ଫ୍ଲାଟ୍‍ କିଣିଛନ୍ତି। ଅପସ୍କେଲ୍‌ ‍ବର୍ଲିସ୍ଥିତ ଏହି ଡୁପ୍ଲେକ୍ସର ଦାମ୍‌ କେତେ ଆପଣ ଜାଣନ୍ତି? ଏହି ନୂଆ ଫ୍ଲାଟ୍‌ର ଦାମ୍ ‍ହେଉଛି  ୫୫ କୋଟି ୬୦ ଲକ୍ଷ ଟଙ୍କା। ଶାହିଦ୍‌ ‍ସରକାରଙ୍କୁ ଏଥିପାଇଁ ୨ କୋଟି ୯୧ ଲକ୍ଷ ଟଙ୍କାର ସ୍ଟାମ୍ପ‌ ଡ୍ୟୁଟି ପୈଠ କରିଛନ୍ତି। ଶାହିଦ୍‌ଙ୍କର ଏହି ଫ୍ଲାଟ୍ ଆପାର୍ଟମେଣ୍ଟର ୪୨ ଓ ୪୩ ତାଲାରେ ରହିଛି।

ଶାହିଦ୍‌‍ଙ୍କ ଝିଅ ମିଶା ପରେ ଏବେ ତାଙ୍କ ପରିବାରରେ ଖୁବ୍‌ ‍ଶୀଘ୍ର ଆଉ ଜଣେ ନୂଆ ସଦସ୍ୟ ଆସିବାକୁ  ଯାଉଛନ୍ତି। କାରଣ ଶାହିଦ୍‌ଙ୍କ ପତ୍ନି ମୀରା ରାଜପୁତ ଗର୍ଭବତୀ ଅଛନ୍ତି। ନିକଟରେ ଶାହିଦ୍‌ ସଞ୍ଜୟଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ରେ ତାଙ୍କ ଅଭିନୟ ପାଇଁ ବେଶ୍‍ ପ୍ରଶଂସା ପାଇଥିଲ।

ଖୁବ୍‌ ‍ଶୀଘ୍ର ତାଙ୍କର ଆଉ ଏକ ଫିଲ୍ମ ‘ବତୀଗୁଲ୍ ‍ମିଟର୍ ଚାଲୁ’ ରିଲିଜ୍‌ ହେବାର ଅଛି। ଏହାର ନିଦ୍ଦେର୍ଶନା ଭାର ଶ୍ରୀ ନାରାୟଣ ସିଂହ ସମ୍ଭାଳି ଥିବା ବେଳେ କୁମାର ଭୂଷଣ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ଶାହିଦ୍‌‍ଙ୍କ ବ୍ୟତୀତ ଶ୍ରଦ୍ଧା କପୁର ଓ ୟାମି ଗୌତମ୍‌‍ ମଧ୍ୟ ଲିଡ୍ ‍ରୋଲ୍‌ରେ ନଜର ଆସିବୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story