୧୮୦ଡିଗ୍ରୀ ପୋଜରେ ଟାଇଗର ଶ୍ରଫ୍

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଫ୍ଲେକ୍ସିବଲ ଫିଗର ପାଇଁ ବଲିଉଡରେ ସବୁବେଳେ ଚର୍ଚ୍ଚାରେ ଥିବା ଟାଇଗର ଶ୍ରଫ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚା ପୁଣି ଟାଇଗରଙ୍କ ପୋଜକୁ ନେଇ। ନିକଟରେ ଟାଇଗର ଶ୍ରଫ୍ ୧୮୦ ଡିଗ୍ରୀ ପୋଜର ଏକ ଫଟୋ ଟ୍ୱଟରରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଟାଇଗର ଗୋଟେ ଗୋଡ଼ରେ ଛିଡ଼ା ହୋଇ ଆଉ ଗୋଟେ ଗୋଡ଼ ଆକାଶ ଆଡ଼କୁ ରଖିଛନ୍ତି। ଟାଇଗରଙ୍କ ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ […]

tiger-shorf

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 02:00 PM IST

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଫ୍ଲେକ୍ସିବଲ ଫିଗର ପାଇଁ ବଲିଉଡରେ ସବୁବେଳେ ଚର୍ଚ୍ଚାରେ ଥିବା ଟାଇଗର ଶ୍ରଫ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚା ପୁଣି ଟାଇଗରଙ୍କ ପୋଜକୁ ନେଇ।

ନିକଟରେ ଟାଇଗର ଶ୍ରଫ୍ ୧୮୦ ଡିଗ୍ରୀ ପୋଜର ଏକ ଫଟୋ ଟ୍ୱଟରରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଟାଇଗର ଗୋଟେ ଗୋଡ଼ରେ ଛିଡ଼ା ହୋଇ ଆଉ ଗୋଟେ ଗୋଡ଼ ଆକାଶ ଆଡ଼କୁ ରଖିଛନ୍ତି। ଟାଇଗରଙ୍କ ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କର ଏପରି ପୋଷ୍ଟକୁ ଖୁବ୍ ପ୍ରଂଶସା କରିଛନ୍ତି।

Related story