ଲୁଚି ଲୁଚି ବାହା ହୋଇଗଲେ ଟାଇଗର ଓ ଦିଶା!

ମୁମ୍ବାଇ: ବଲିଉଡ୍‌ରେ ସବୁବେଳେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚା ହେଉଥାଏ। ଅନୁଷ୍କାଙ୍କ ବାହାଘର ପରେ ଦୀପିକା ଓ ରଣବୀରଙ୍କ ବାହାଘର ବିଷୟରେ ଶୁଣିବାକୁ ମିଳିଥିଲା। ଏବେ ଟାଇଗର ଶ୍ରଫ  ଓ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ ଲୁଚି ଲୁଚି ବାହା ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ କ’ଣ ରହିଛି ପ୍ରକୃତ କଥା ଚାଲନ୍ତୁ ଜାଣିବା। ଆଗକୁ ଆସୁଛି ଟାଇଗର ଓ ଦିଶାଙ୍କ ଫିଲ୍ମ ‘ବାଗୀ-2’। ଯାହା ଖବର ମିଳିଛି ମାର୍ଚ୍ଚ ୩୦ରେ ଫିଲ୍ମଟି […]

tiger

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 09:25 AM IST

ମୁମ୍ବାଇ: ବଲିଉଡ୍‌ରେ ସବୁବେଳେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚା ହେଉଥାଏ। ଅନୁଷ୍କାଙ୍କ ବାହାଘର ପରେ ଦୀପିକା ଓ ରଣବୀରଙ୍କ ବାହାଘର ବିଷୟରେ ଶୁଣିବାକୁ ମିଳିଥିଲା। ଏବେ ଟାଇଗର ଶ୍ରଫ  ଓ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ ଲୁଚି ଲୁଚି ବାହା ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ କ’ଣ ରହିଛି ପ୍ରକୃତ କଥା ଚାଲନ୍ତୁ ଜାଣିବା।

ଆଗକୁ ଆସୁଛି ଟାଇଗର ଓ ଦିଶାଙ୍କ ଫିଲ୍ମ ‘ବାଗୀ-2’। ଯାହା ଖବର ମିଳିଛି ମାର୍ଚ୍ଚ ୩୦ରେ ଫିଲ୍ମଟି ରିଲିଜ୍‌ ହେବ। କିନ୍ତୁ ଏବେ ଏହି ଫିଲ୍ମର କ୍ଲାଇମେକ୍ସ ସିନ୍‌ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହୋଇଛି। ଏହି କ୍ଳିପ୍‌ରୁ ହିଁ ସେମାନଙ୍କ ବାହାଘର କଥା ଉଠୁଛି।

Related story