‘ଏବିସିଡି-୩’ରେ ଟାଇଗର ଶ୍ରଫ୍‌

ମୁମ୍ବାଇ: ‘ଏବିସିଡି’ ଓ ‘ଏବିସିଡି-୨’ର ସଫଳତା ପରେ ଖୁବଶୀଘ୍ର ଆସିବ ଡ୍ୟାନ୍ସ ଓ ରୋମାନ୍ସ ଭିତ୍ତିକ ଫିଲ୍ମ ‘ଏବିସିଡି-୩’।ଏହି ଫିଲ୍ମରେ ଦେଖିବାକୁ ମିଳିବ ନ୍ୟୁ ଜେନେରସନ ଡ୍ୟାନ୍ସିଂଷ୍ଟାର ଟାଇଗର ଶ୍ରଫ୍‌ଙ୍କୁ। ଆଉ ତାଙ୍କ ବିପକ୍ଷରେ ଲେଡି ଲଭ୍‌ ସାଜିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ କୋରିଓଗ୍ରାଫରରୁ ଫିଲ୍ମମେକର ବନିଥିବା ରେମୋ ଡି ସୁଜା। ଏହି ଫିଲ୍ମରେ ଡିସୁଜା ଅଜୟ ଦେବଗନ୍‌ କିମ୍ବା ସୁରଜ ପାଞ୍ଚୋଲିଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ଏହି ଦୁଇ […]

tiger-shroff

tiger-shroff

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 05:31 PM IST

Sports

Latest News

ମୁମ୍ବାଇ: ‘ଏବିସିଡି’ ଓ ‘ଏବିସିଡି-୨’ର ସଫଳତା ପରେ ଖୁବଶୀଘ୍ର ଆସିବ ଡ୍ୟାନ୍ସ ଓ ରୋମାନ୍ସ ଭିତ୍ତିକ ଫିଲ୍ମ ‘ଏବିସିଡି-୩’।ଏହି ଫିଲ୍ମରେ ଦେଖିବାକୁ ମିଳିବ ନ୍ୟୁ ଜେନେରସନ ଡ୍ୟାନ୍ସିଂଷ୍ଟାର ଟାଇଗର ଶ୍ରଫ୍‌ଙ୍କୁ। ଆଉ ତାଙ୍କ ବିପକ୍ଷରେ ଲେଡି ଲଭ୍‌ ସାଜିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ କୋରିଓଗ୍ରାଫରରୁ ଫିଲ୍ମମେକର ବନିଥିବା ରେମୋ ଡି ସୁଜା।

ଏହି ଫିଲ୍ମରେ ଡିସୁଜା ଅଜୟ ଦେବଗନ୍‌ କିମ୍ବା ସୁରଜ ପାଞ୍ଚୋଲିଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ଏହି ଦୁଇ ନାୟକ ବ୍ୟସ୍ତ ରହୁଥିବାରୁ ଫିଲ୍ମ କରିପାରବେ ନାହିଁ କହିଥିଲେ। ଏହାପରେ ନିର୍ଦ୍ଦେଶକ ‘ବାଗି’ ଷ୍ଟାର ଟାଇଗରଙ୍କୁ ମନୋନୀତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story