ଆସିଲା 'ଟାଇଗର ଜିନ୍ଦା ହୈ’ର ପୋଷ୍ଟର

ମୁମ୍ବାଇ: ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର ଜିନ୍ଦାହୈ ‘ ର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ସଲମାନ ଓ କ୍ୟାଟ୍ରିନାଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ଫିଲ୍ମଟି ୨୨ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ସଲମାନଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି କାରଣ ଦୀର୍ଘ ୫ବର୍ଷ ପରେ ସଲମାନ ଓ କ୍ୟାଟ୍ରିନା ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫଟୋକୁ ଆଜି ଉଭୟ […]

Ordigital Desk
  • Published: Wednesday, 25 October 2017
  • Updated: 25 October 2017, 06:51 PM IST

Sports

Latest News

ମୁମ୍ବାଇ: ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ 'ଟାଇଗର ଜିନ୍ଦାହୈ ' ର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ସଲମାନ ଓ କ୍ୟାଟ୍ରିନାଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ଫିଲ୍ମଟି ୨୨ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ସଲମାନଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି କାରଣ ଦୀର୍ଘ ୫ବର୍ଷ ପରେ ସଲମାନ ଓ କ୍ୟାଟ୍ରିନା ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫଟୋକୁ ଆଜି ଉଭୟ ସଲମାନ ଓ କ୍ୟାଟ୍ରିନା ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆବାସ ଜଫର । ଟାଇଗର ଜିନ୍ଦାହୈ ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ 'ଏକଥା ଟାଇଗର' ର ସିକ୍ୱଲ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos