‘ତୁ କହିବୁ ନା ମୁଁ’ର ବୋଲ୍ଡ ଗୀତ ‘ରହନା ତୁ ଆଉ ଦୂରେ…’  

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ଚତୁର୍ଥ ଅବଦାନ ‘ତୁ କହିବୁ ନା ମୁଁ’ରେ ରହିଛି ଏକ ବୋଲ୍ଡ ସଙ୍ଗ୍। ଫିଲ୍ମଟିରେ ଅନେକ ନୂଆ ଅନ୍ଦାଜ ରହି ଥିବା ବେଳେ ଏହି ଗୀତ ‘ରହନା ତୁ ଆଉ ଦୂରେ…’ ବି ଫିଲ୍ମର ଆଉ ଏକ ୟୁଏସପି। ଏହି ବୋଲ୍ଡ ଗୀତରେ ଦେଖିବାକୁ ମିଳିବ ଅମ୍ଳାନ ଓ ହଟ୍ ଆଣ୍ଡ୍ ସେକ୍ସି ନିହାରିକାଙ୍କୁ। ନୁଆ ଫିଲ୍ମ ତୁ କହିବୁ ନା ମୁଁ ରେ ସବୁ ପ୍ରକାରର ଏଲିମେଣ୍ଟ ରଖାଯାଇଛି। ଏ […]

tu-kahibu-na-mu

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 12:00 PM IST

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ଚତୁର୍ଥ ଅବଦାନ ‘ତୁ କହିବୁ ନା ମୁଁ’ରେ ରହିଛି ଏକ ବୋଲ୍ଡ ସଙ୍ଗ୍। ଫିଲ୍ମଟିରେ ଅନେକ ନୂଆ ଅନ୍ଦାଜ ରହି ଥିବା ବେଳେ ଏହି ଗୀତ ‘ରହନା ତୁ ଆଉ ଦୂରେ…’ ବି ଫିଲ୍ମର ଆଉ ଏକ ୟୁଏସପି। ଏହି ବୋଲ୍ଡ ଗୀତରେ ଦେଖିବାକୁ ମିଳିବ ଅମ୍ଳାନ ଓ ହଟ୍ ଆଣ୍ଡ୍ ସେକ୍ସି ନିହାରିକାଙ୍କୁ।

ନୁଆ ଫିଲ୍ମ ତୁ କହିବୁ ନା ମୁଁ ରେ ସବୁ ପ୍ରକାରର ଏଲିମେଣ୍ଟ ରଖାଯାଇଛି। ଏ ଫିଲ୍ମ ମାଧ୍ୟମରେ ‘ଓ’ ଟାଉନକୁ ଡେବ୍ୟୁ କରିବେ ନିହାରିକା। ଅମ୍ଳାନଙ୍କ ସହିତ ନିହାରିକାଙ୍କର ଯୋଡ଼ି ଜମିବ ବକ୍ସ ଅଫିସର।

Related story