ଆରମ୍ଭ ହେଲା ‘ଟ୍ୟୁବ୍‌ଲାଇଟ୍‌’ର ସୁଟିଂ କାମ

ମୁମ୍ବାଇ: ଆରମ୍ଭ ହେଲା“ଟ୍ୟୁବ୍‌ଲାଇଟ୍‌’ର ସୁଟିଂ କାମ। ନିକଟରେ ନାସିର ଖାନ୍‌ ସୁଟିଂ ସେଟ୍‌ରୁ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଉଭୟ ସଲମାନ ଓ ଶାହାରୁଖଙ୍କୁ ନଜର ଆସୁଛନ୍ତି। ଅନେକ ଦିନର ବ୍ୟବଧାନ ପରେ ସଲମାନ ଓ ଶାହାରୁଖଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଅନେକ ମତଭେଦ ପରେ ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ପୁନର୍ବାର ବନ୍ଧୁତା ଗଢ଼ି ଉଠିଛି।  ଏବେ ଉଭୟଙ୍କୁ ଅନେକ ଜାଗାରେ ଏକାଠି ଦେଖିବାକୁ ମିଳୁଛି।

salman-saharukh

Rakesh Mallick
  • Published: Monday, 16 January 2017
  • , Updated: 17 January 2017, 10:47 AM IST

ମୁମ୍ବାଇ: ଆରମ୍ଭ ହେଲା“ଟ୍ୟୁବ୍‌ଲାଇଟ୍‌’ର ସୁଟିଂ କାମ। ନିକଟରେ ନାସିର ଖାନ୍‌ ସୁଟିଂ ସେଟ୍‌ରୁ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଉଭୟ ସଲମାନ ଓ ଶାହାରୁଖଙ୍କୁ ନଜର ଆସୁଛନ୍ତି।

ଅନେକ ଦିନର ବ୍ୟବଧାନ ପରେ ସଲମାନ ଓ ଶାହାରୁଖଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଅନେକ ମତଭେଦ ପରେ ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ପୁନର୍ବାର ବନ୍ଧୁତା ଗଢ଼ି ଉଠିଛି।  ଏବେ ଉଭୟଙ୍କୁ ଅନେକ ଜାଗାରେ ଏକାଠି ଦେଖିବାକୁ ମିଳୁଛି।

Related story