ପ୍ରଡକ୍ସନ ହାଉସ ସହ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ଟ୍ୱିଙ୍କଲ

ମୁମ୍ବାଇ: ଏକ ଲମ୍ବା ବ୍ୟବଧାନ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବେ ଟ୍ୱିଙ୍କଲ ଖାନ୍ନା। ଏଥର କିନ୍ତୁ ଅଭିନୟ ନୁହେଁ କ୍ୟାମେରା ପଛରେ ରହି କାମ କରିବେ। ମୁମ୍ବାଇ ମିରର୍‌ ଖବର ଅନୁଯାୟୀ ଟ୍ୱିଙ୍କଲ ଏକ ଫିଲ୍ମ ପ୍ରଡକ୍ସନ କରିବାକୁ ଯାଉଛନ୍ତି, ଯାହାର ନିର୍ଦ୍ଦେଶକ ରହିବେ ଆର୍‌ ବାଲକୀ। ଏହି ଖବର ଟ୍ୱିଙ୍କଲ ଟ୍ୱିଟ୍‌ କରି ଜଣାଇଛନ୍ତି। ଆର୍‌ ବାଲକୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସୋନମ କପୁର ଓ ରାଧିକ ଆପତେ ମୁଖ୍ୟ ଭୂମିକାରେ […]

twinkle_khanna

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 08:17 PM IST

ମୁମ୍ବାଇ: ଏକ ଲମ୍ବା ବ୍ୟବଧାନ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବେ ଟ୍ୱିଙ୍କଲ ଖାନ୍ନା। ଏଥର କିନ୍ତୁ ଅଭିନୟ ନୁହେଁ କ୍ୟାମେରା ପଛରେ ରହି କାମ କରିବେ। ମୁମ୍ବାଇ ମିରର୍‌ ଖବର ଅନୁଯାୟୀ ଟ୍ୱିଙ୍କଲ ଏକ ଫିଲ୍ମ ପ୍ରଡକ୍ସନ କରିବାକୁ ଯାଉଛନ୍ତି, ଯାହାର ନିର୍ଦ୍ଦେଶକ ରହିବେ ଆର୍‌ ବାଲକୀ। ଏହି ଖବର ଟ୍ୱିଙ୍କଲ ଟ୍ୱିଟ୍‌ କରି ଜଣାଇଛନ୍ତି।

ଆର୍‌ ବାଲକୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସୋନମ କପୁର ଓ ରାଧିକ ଆପତେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଛଡ଼ା ଫିଲ୍ମରେ ଅମିତାଭ ବଚ୍ଚନଙ୍କ ମଧ୍ୟ ଏକ ସ୍ପେସାଲ ମୋମେଣ୍ଟ ରହିଛି

Related story