କଶ୍ମୀର ପ୍ରସଙ୍ଗକୁ ନେଇ ଚେତନଙ୍କ ଉପରେ ଗୌହର ନିଆଁ

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସେଠାରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି। ତେବେ ସୋଶାଲ୍ ମିଡିଆରେ ଏହାକୁ ନେଇ ବିତର୍କ ଜାରି ରହିଛି। ଏବେ ଏହି ବିତର୍କରେ ସାମିଲ ହୋଇଛନ୍ତି ପ୍ରସିଦ୍ଧ ଲେଖକ ଚେତନ ଭଗତ ଓ ଅଭିନେତ୍ରୀ ଗୌହର ଖାନ୍‌। ଜମ୍ମୁ-କଶ୍ମୀରରେ ବିଭିନ୍ନ ନେତାଙ୍କୁ ନଜରବନ୍ଦୀ କରି ରଖାଯିବା କଥାକୁ ଚେତନ ସମର୍ଥନ କରିଥିବା ବେଳେ ଗୌହର ଏହାକୁ ସମର୍ଥନ କରି ନାହାନ୍ତି। ଚେତନ ଟ୍ୱିଟ୍‌ କରି କଶ୍ମୀର ନେତାଙ୍କ […]

chetan-1..

chetan-1..

Niharika Rout
  • Published: Thursday, 22 August 2019
  • Updated: 22 August 2019, 08:58 PM IST

Sports

Latest News

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସେଠାରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି। ତେବେ ସୋଶାଲ୍ ମିଡିଆରେ ଏହାକୁ ନେଇ ବିତର୍କ ଜାରି ରହିଛି। ଏବେ ଏହି ବିତର୍କରେ ସାମିଲ ହୋଇଛନ୍ତି ପ୍ରସିଦ୍ଧ ଲେଖକ ଚେତନ ଭଗତ ଓ ଅଭିନେତ୍ରୀ ଗୌହର ଖାନ୍‌। ଜମ୍ମୁ-କଶ୍ମୀରରେ ବିଭିନ୍ନ ନେତାଙ୍କୁ ନଜରବନ୍ଦୀ କରି ରଖାଯିବା କଥାକୁ ଚେତନ ସମର୍ଥନ କରିଥିବା ବେଳେ ଗୌହର ଏହାକୁ ସମର୍ଥନ କରି ନାହାନ୍ତି।

ଚେତନ ଟ୍ୱିଟ୍‌ କରି କଶ୍ମୀର ନେତାଙ୍କ ଗୃହବନ୍ଦୀ ଘଟଣାକୁ ଗାଣିତିକ ସୂତ୍ରରେ ବୁଝାଇଛନ୍ତି। ସେ ଲେଖିଛନ୍ତି “ଗାଣିତିକ ସମସ୍ୟା।  ଯଦି କିଛି ଲୋକ (ଅଟକ ଅଛନ୍ତି )=ଶାନ୍ତି, ଯଦି କିଛି ଲୋକ(ଜେଲ୍‌ ବାହାରେ ଅଛନ୍ତି)=ପଥର ମାଡ଼, ଅଶାନ୍ତି ଇତ୍ୟାଦି। ତାହା ଆପଣଙ୍କୁ କିଛି ଲୋକଙ୍କ ବିଷୟରେ କ’ଣ କେହ?”

ଏହାର ଜବାବ ଦେବାକୁ ଯାଇ ଗୌହର ଲେଖିଛନ୍ତି, ଆପଣଙ୍କ ଚିନ୍ତାଧାରା। ଆପଣଙ୍କର ଏହି ଅଜବଗଜବ ଗାଣିତିକ ସମସ୍ୟାରେ କିଛି ଲୋକଙ୍କ ବିଷୟରେ ମୋତେ ଜଣାନାହିଁ। ତେବେ ଅତିକମ୍‌ରେ ଏବେ ବହୁତ ଲୋକେ ଜାଣି ଯିବେ ଯେ ଆପଣ ପ୍ରକୃତରେ କ’ଣ।”

ଏହା ପରେ ଚେତନ ଭଗତ ଜମ୍ମୁ-କଶ୍ମୀରକୁ ନେଇ ଅନେକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ସେଠାକାର ଅର୍ଥନୈତିକ ବ୍ୟବସ୍ଥା ସୁଧୁରିବା ସହିତ ଚାକିରି ବଢ଼ିବ ବୋଲି କହିଛନ୍ତି। ସେଠାରେ ଇଣ୍ଟରନେଟ୍ ବନ୍ଦ କରାଯିବା ଘଟଣାକୁ ସେ ପସନ୍ଦ କରି ନାହାନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଉପୁଜିବାକୁ ଥିବା ଅପ୍ରୀତିକର ଘଟଣା ରୋକିବାକୁ ଏପରି କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ଲେଖିଛନ୍ତି, ଯଦି ଆପଣମାନେ ପ୍ରକୃତରେ ଜମ୍ମୁ-କଶ୍ମୀର ପ୍ରତି ଯତ୍ନବାନ, ତା’ହେଲେ ଯେତେ ଥର କଶ୍ମୀରବାସୀ କହୁଛନ୍ତି, ସେତିକି ଥର ଜମ୍ମୁବାସୀ ଓ ଲଦାଖବାସୀ ବି କୁହନ୍ତୁ।

ଅନ୍ୟପକ୍ଷରେ ଏହା ପୂର୍ବରୁ ଗୌହର କଶ୍ମୀରବାସୀଙ୍କୁ ନେଇ ଚିନ୍ତାପ୍ରକଟ କରିଥିଲେ। ଅଗଷ୍ଟ ୧୨ ତାରିଖରେ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ୍ କରି ଲେଖିଥିଲେ- ‘ଯେତେବେଳେ କୌଣସି ଆତ୍ମୀୟ ଏକ ସପ୍ତାହରୁ ଅଧିକ ସମୟ ଧରି କଥାବାର୍ତ୍ତା କରି ପାରୁ ନଥା’ନ୍ତି, ସେତେବେଳେ ଯେଉଁ ଯନ୍ତ୍ରଣା ହୁଏ, ତାହା ବୁଝାପଡ଼େ। ମୁଁ ଏହି ଯନ୍ତ୍ରଣା ଯୋଗୁ ଦୁଃଖୀ ଅଛି। ବହୁତ ବହୁତ ଦୁଃଖୀ ଅଛି। କାନ୍ଦୁଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଦୁଃଖୀ। ମୁଁ କେବଳ କଶ୍ମୀରରେ ଥିବା ମୋ ପ୍ରିୟଜନ ନୁହନ୍ତି, ବରଂ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story