ଅନୁରାଗ କଶ୍ୟପଙ୍କ ବିବାଦୀୟ ଫିଲ୍ମ ‘ଉଡ଼ତା ପଞ୍ଜାବ’ ରିଲିଜ୍

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବିବାଦୀୟ ଫିଲ୍ମ ‘ଉଡତା ପଞ୍ଜାବ’ ଆଜି ରିଲିଜ୍ ହୋଇଛି। ବିଭିନ୍ନ କାରଣକୁ ନେଇ ଏହି ଫିଲ୍ମ ବିବାଦରେ  ରହିଆସିଛି। ଫିଲ୍ମଟି ପଞ୍ଜାବର ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ହୋଇଥିବା ବେଳେ ସେନସ୍‌ର ବୋର୍ଡ ଏଥିରେ ଏକାଧିକ କଟ୍‌ ପାଇଁ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ କହିଥିଲେ। ଏହାକୁ ନେଇ ଚଳଚ୍ଚିତ୍ର ଜଗତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେହିପରି  ରାଜନୈତିକ ଆରୋପପ୍ରତ୍ୟାରୋପ ମଧ୍ୟ ଚାଲିଥିଲା। ତେବେ ଗୋଟିଏ ମାତ୍ର କଟ୍‌ରେ ଫିଲ୍ମକୁ  ରିଲିଜ୍ କରିବା […]

udtapunjab (1)

udtapunjab (1)

Rakesh Mallick
  • Published: Friday, 17 June 2016
  • Updated: 17 June 2016, 03:37 PM IST

Sports

Latest News

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବିବାଦୀୟ ଫିଲ୍ମ ‘ଉଡତା ପଞ୍ଜାବ’ ଆଜି ରିଲିଜ୍ ହୋଇଛି। ବିଭିନ୍ନ କାରଣକୁ ନେଇ ଏହି ଫିଲ୍ମ ବିବାଦରେ  ରହିଆସିଛି। ଫିଲ୍ମଟି ପଞ୍ଜାବର ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ହୋଇଥିବା ବେଳେ ସେନସ୍‌ର ବୋର୍ଡ ଏଥିରେ ଏକାଧିକ କଟ୍‌ ପାଇଁ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ କହିଥିଲେ। ଏହାକୁ ନେଇ ଚଳଚ୍ଚିତ୍ର ଜଗତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେହିପରି  ରାଜନୈତିକ ଆରୋପପ୍ରତ୍ୟାରୋପ ମଧ୍ୟ ଚାଲିଥିଲା। ତେବେ ଗୋଟିଏ ମାତ୍ର କଟ୍‌ରେ ଫିଲ୍ମକୁ  ରିଲିଜ୍ କରିବା ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ଏହି ଫିଲ୍ମ ଅନଲାଇନରେ ଲିକ୍‌ ହୋଇଯିବା ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି। ସେନସର ବୋର୍ଡକୁ ଦିଆଯାଇଥିବା କପି ଲିକ୍ ହୋଇଥିବା  କୁହାଯାଉଛି।

ଫିଲ୍ମର ରିଲିଜ୍ ଉପରେ କଟକଣା ଲଗାଇବା ପାଇଁ ପଞ୍ଜାବର ଏକ ଏନଜିଓ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ବିଚାରଲାଗି ଗ୍ରହଣ କରିନାହାନ୍ତି। ସାହିଦ୍ କପୁର-ଆଲିଆ ଭଟ୍ଟ ଷ୍ଟାରର ‘ଉଡ଼ତା ପଞ୍ଜାବ’ରେ ବଢ଼ିଚାଲିଥିବା ଡ୍ରଗ୍ସ ସମସ୍ୟାକୁ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story