‘ଉଡି ଉଡି’ ଗୀତ ଟ୍ୱିଟରରେ ସେୟାର କଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ ‘ରଇସ’ର ଗୀତ ‘ଉଡି ଉଡି’ର ମେକିଙ୍ଗ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଗୀତରେ  ଶାହାରୁଖ ସହିତ ପୁରା ଟିମ୍‌କୁ ଦେଖିବାକୁ ମିଳୁଛି। ଏହାସହ ଗୀତରେ ଶାହାରୁଖ ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କୁ ସୁଟିଂ ପୂର୍ବରୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ଭିଡ଼ିଓଟି ୩ ମିନିଟ୍ ୨୪ ସେକେଣ୍ଡର ରହିଛି। ଶାହାରୁଖଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

raise...

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 06:03 PM IST

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ ‘ରଇସ’ର ଗୀତ ‘ଉଡି ଉଡି’ର ମେକିଙ୍ଗ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଗୀତରେ  ଶାହାରୁଖ ସହିତ ପୁରା ଟିମ୍‌କୁ ଦେଖିବାକୁ ମିଳୁଛି।

ଏହାସହ ଗୀତରେ ଶାହାରୁଖ ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କୁ ସୁଟିଂ ପୂର୍ବରୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି।

ଭିଡ଼ିଓଟି ୩ ମିନିଟ୍ ୨୪ ସେକେଣ୍ଡର ରହିଛି। ଶାହାରୁଖଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

Related story