‘ଉଡ଼ତା ପଞ୍ଜାବ’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଫିଲ୍ମ ‘ଉଡ୍‌ତା ପଞ୍ଜାବ’କୁ ନେଇ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ଏନ୍‌ଜିଓ ଆବେଦନ କରିଛି। ଏହି ଫିଲ୍ମର ରିଲିଜ୍‌ ଉପରେ ରୋକ ଲଗାଇବା ପାଇଁ ଉକ୍ତ ଏନ୍‌ଜିଓ ପକ୍ଷରୁ ଦାବି କରାଯାଇଛି। ଏହା ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ତେବେ କୋର୍ଟ କହିଛନ୍ତି ଯେ ଆବେଦନଟି ରେଜିଷ୍ଟରଭୁକ୍ତ ହେଲା ପରେ ଯାଇ ଶୁଣାଣି କରାଯିବ। ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ‘ଉଡ୍‌ତା ପଞ୍ଜାବ’ […]

udtapunjab

udtapunjab

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 12:20 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ‘ଉଡ୍‌ତା ପଞ୍ଜାବ’କୁ ନେଇ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ଏନ୍‌ଜିଓ ଆବେଦନ କରିଛି। ଏହି ଫିଲ୍ମର ରିଲିଜ୍‌ ଉପରେ ରୋକ ଲଗାଇବା ପାଇଁ ଉକ୍ତ ଏନ୍‌ଜିଓ ପକ୍ଷରୁ ଦାବି କରାଯାଇଛି। ଏହା ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ତେବେ କୋର୍ଟ କହିଛନ୍ତି ଯେ ଆବେଦନଟି ରେଜିଷ୍ଟରଭୁକ୍ତ ହେଲା ପରେ ଯାଇ ଶୁଣାଣି କରାଯିବ।

ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ‘ଉଡ୍‌ତା ପଞ୍ଜାବ’ ଜୁନ୍ ୧୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମକୁ ନେଇ ସେନ୍ସର ବୋର୍ଡ ବି ଆପତ୍ତି ଉଠାଇ ଥିଲା ଓ ୧୩ଟି ସିନ୍ କାଟି ‘ଏ’ ସାର୍ଟିଫିକେଟ୍ ସହ ରିଲିଜ୍ ଅନୁମତି ଦେଇଥିଲା। ତେବେ ବମ୍ବେ ହାଇକୋର୍ଟ ସେନ୍ସର ବୋର୍ଡର ନିଷ୍ପତ୍ତିକୁ ରଦ୍ଦ କରି ମାତ୍ର ଗୋଟିଏ କଟ୍ ସହିତ ଫିଲ୍ମଟିକୁ ରିଲିଜ୍ କରିବାକୁ ସାର୍ଟିଫିକେଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story