‘ଉମଙ୍ଗ’ ଉତ୍ସବରେ ନାଚିଲେ ବାଣୀ କପୁର

ମୁମ୍ବାଇ: ମୁମ୍ବାଇ ପୋଲିସଙ୍କ ସମ୍ମାନର୍ଥେ ଆୟୋଜିତ ‘ଉମଙ୍ଗ’ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ବାନୀ କପୁର ଡ୍ୟାନ୍ସ କରିଥିଲେ। ଏହା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଉପସ୍ଥିତି ପୋଲିସ ଅଧିକାରୀ ଓ ସେମାନଙ୍କ ପରିବାର ଲୋବେ ବେଶ ଉପଭୋଗ କରିଥିଲେ। ଲାଲ୍‌ ଟପ୍‌ ଓ କଳା ପ୍ୟାଣ୍ଟରେ ସେ ଖୁବ୍‌ ଆକର୍ଷଣୀୟ ଦେଖାଯାଉଥିଲେ। ଡ୍ୟାନ୍ସ ମଝିରେ ତାଙ୍କୁ ଲେହେଙ୍ଗା ପିନ୍ଧିଥିବାର ମଧ୍ୟ ଦେଖାଯାଇଥିଲା। ନିକଟରେ ବାଣୀଙ୍କ ‘ବେଫିକ୍ରେ’ ରିଲିଜ ହୋଇଥିଲା। ଫିଲ୍ମରେ ତାଙ୍କ ସହିତ […]

vaani-kapoor

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 06:33 PM IST

ମୁମ୍ବାଇ: ମୁମ୍ବାଇ ପୋଲିସଙ୍କ ସମ୍ମାନର୍ଥେ ଆୟୋଜିତ ‘ଉମଙ୍ଗ’ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ବାନୀ କପୁର ଡ୍ୟାନ୍ସ କରିଥିଲେ। ଏହା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଉପସ୍ଥିତି ପୋଲିସ ଅଧିକାରୀ ଓ ସେମାନଙ୍କ ପରିବାର ଲୋବେ ବେଶ ଉପଭୋଗ କରିଥିଲେ।

ଲାଲ୍‌ ଟପ୍‌ ଓ କଳା ପ୍ୟାଣ୍ଟରେ ସେ ଖୁବ୍‌ ଆକର୍ଷଣୀୟ ଦେଖାଯାଉଥିଲେ। ଡ୍ୟାନ୍ସ ମଝିରେ ତାଙ୍କୁ ଲେହେଙ୍ଗା ପିନ୍ଧିଥିବାର ମଧ୍ୟ ଦେଖାଯାଇଥିଲା। ନିକଟରେ ବାଣୀଙ୍କ ‘ବେଫିକ୍ରେ’ ରିଲିଜ ହୋଇଥିଲା। ଫିଲ୍ମରେ ତାଙ୍କ ସହିତ ରଣବୀର ସିଂ ଅଭିନୟ କରିଥିଲେ।

‘ବେଫିକ୍ରେ’ ଜରିଆରେ ବାଣୀ ତିନିବର୍ଷ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ କାମ କରିଥିଲେ।

Related story