ଜାଣିଛନ୍ତି କିଏ, କାହିଁକି ଡିମ୍ପଲଙ୍କୁ ରାଜେଶ ଖାନ୍ନାଙ୍କ ଘରୁ ଧକ୍କା ଦେଇ ବାହାର କରିଥିଲେ

ମୁମ୍ବାଇ: ରାଜେଶ ଖାନ୍ନା ଓ ଡିମ୍ପଲ କପାଡିଆଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଜଣା। ଏକଦା ବଲିଉଡରେ ରାଜ କରୁଥିବା ଏହି ଯୋଡିଙ୍କୁ ନେଇ ବହୁ ସମୟରେ ବହୁତ କଥା ଶୁଣିବାକୁ ମିଳିଥାଏ। ପ୍ରଥମେ ପ୍ରେମ ଓ ତା’ପରେ ବିବାହ କରିଥିଲେ ଏହି ଦୁଇ ଷ୍ଟାର। ହେଲେ ଏମିତି ଗୋଟେ ଦିନ ଆସିଥିଲା, ଯେଉଁଦିନ ଡିମ୍ପଲଙ୍କୁ ରାଜେଶ ଖାନ୍ନାଙ୍କ ଘରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା। ଆସନ୍ତୁ ଜାଣିବା କିଏ ଓ କାହିଁକି ଏପରି କରିଥିଲେ। ଯେତେବେଳେ […]

Married-young_152431

Married-young_152431

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 08:36 AM IST

Sports

Latest News

ମୁମ୍ବାଇ: ରାଜେଶ ଖାନ୍ନା ଓ ଡିମ୍ପଲ କପାଡିଆଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଜଣା। ଏକଦା ବଲିଉଡରେ ରାଜ କରୁଥିବା ଏହି ଯୋଡିଙ୍କୁ ନେଇ ବହୁ ସମୟରେ ବହୁତ କଥା ଶୁଣିବାକୁ ମିଳିଥାଏ। ପ୍ରଥମେ ପ୍ରେମ ଓ ତା’ପରେ ବିବାହ କରିଥିଲେ ଏହି ଦୁଇ ଷ୍ଟାର। ହେଲେ ଏମିତି ଗୋଟେ ଦିନ ଆସିଥିଲା, ଯେଉଁଦିନ ଡିମ୍ପଲଙ୍କୁ ରାଜେଶ ଖାନ୍ନାଙ୍କ ଘରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା। ଆସନ୍ତୁ ଜାଣିବା କିଏ ଓ କାହିଁକି ଏପରି କରିଥିଲେ।

Rajesh-Dimpleଯେତେବେଳେ ରାଜେଶ ଖାନ୍ନାଙ୍କ ‘ସଫର’ ରିଲିଜ୍‌ ହୋଇଥିଲା ଡିମ୍ପଲ ସ୍କୁଲ ବନ୍ଦ କରି ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଯାଇଥିଲେ। ରାଜେଶଙ୍କ ଅଭିନୟ ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ, ସେ ତାଙ୍କୁ ଦେଖା କରିବାକୁ ତାଙ୍କ ଘର ‘ଆଶୀର୍ବାଦ’ରେ ପହଞ୍ଚି ଯାଇଥିଲେ। ସେଠାରେ ନିୟୋଜିତ ଗାର୍ଡଙ୍କୁ ସେ ରାଜେଶଙ୍କୁ ଦେଖା କରିବାକୁ ଚାହୁଁ ଥିବା କହିଥିଲେ। ରାଜେଶ ଘରେ ନ ଥିବା ଗାର୍ଡ କହିବା ପରେ ଡିମ୍ପଲ ନିରାଶ ହୋଇ ଫେରୁଥିଲେ। ଏହି ସମୟରେ ସେ ରାଜେଶଙ୍କ ତତ୍‌କାଳୀନ ପ୍ରେମିକା ଅଞ୍ଜୁ ମହେନ୍ଦ୍ରୁ କାରରେ ବସି ଯାଉଥିବା ଦେଖି ନିଶ୍ଚିତ ହୋଇ ଯାଇଥିଲେ ଯେ, ରାଜେଶ ଘରେ ଅଛନ୍ତି। ସେ ପୁଣି ଥରେ ଗାର୍ଡଙ୍କ ପାଖକୁ ଯାଇଥିଲେ ଓ ରାଜେଶଙ୍କୁ ଦେଖା କରିବାକୁ ଜିଦ୍‌ ଧରିଥିଲେ। ହେଲେ ଏଥର ଗାର୍ଡ ଜଣଙ୍କ ବିରକ୍ତ ହେବା ସହ ତାଙ୍କୁ ଗାଳିଗୁଲଜ କରି ଧକ୍କା ମାରି ବିଦା କରି ଦେଇଥିଲା। ଏପରିକି ତାଙ୍କୁ ପୋଲିସ୍‌ରେ ଦେଇ ଦେବାକୁ ମଧ୍ୟ ଗାର୍ଡ ଧମକ ଦେଇଥିଲା। ସେ ସମୟରେ ଡିମ୍ପଲଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା।

ପରେ ରାଜେଶଙ୍କ ସହ ତାଙ୍କର ୧୯୭୦ ମସିହାରେ ପ୍ରଥମ ଦେଖା ହୋଇଥିଲା। ପ୍ରଥମ ଦେଖାରୁ ହିଁ ରାଜେଶ ଖାନ୍ନା ଡିମ୍ପଲଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଯାଇଥିଲେ। ୩ ବର୍ଷ ଡେଟିଂ ପରେ ୧୯୭୩ରେ ଉଭୟ ବିବାହ କରି ନେଇଥିଲେ। ବିବାହ ବେଳକୁ ରାଜେଶଙ୍କ ୩୧ ଓ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story