‘ହାପି-ଲକି’ରେ ଜଲୱା ଦେଖାଇବେ ସମ୍ୱିତ୍-ଜ୍ୟୋତି

ଭୁବନେଶ୍ୱର (ଓଡିଶା ରିପୋର୍ଟର): ମଲ୍ଟି ଷ୍ଟାରର ଓଡିଆ ସିନେମା କଥା ପଡିଲେ ମନକୁ ସ୍ୱତଃ ଚାଲି ଆସନ୍ତି ଓଡିଆ ସିନେମାର ୨ କିମ୍ବଦନ୍ତୀ ମହାନାୟକ ପ୍ରଶାନ୍ତ ନନ୍ଦ ଆଉ ଶ୍ରୀରାମ ପଣ୍ଡା। ଧରିତ୍ରୀ, ସମୟ, ସିନ୍ଦୁରବିନ୍ଦୁ, ଜଗାବଳିଆ,ଡୋରା, ହିସାବ ନିକାଶ, ଆଦି ଅନେକ ସିନେମାରେ ଏହି ଦୁହିଁଙ୍କ ଯୋଡିକୁ ଦର୍ଶକେ ମନଭରି ଉପଭୋଗ କରିଛନ୍ତି। ଏଭଳି ଚଳଚ୍ଚିତ୍ରର ସଫଳତା ଦେଖିବା ପରେ ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକ ଆଉ କେତେଯୋଡା ଅଭିନେତାଙ୍କୁ ପରଦାରେ ଉତାରିବାକୁ ଚଷ୍ଟା କରିଥିଲେ […]

sambit-1

sambit-1

Ordigital Desk
  • Published: Saturday, 02 December 2017
  • Updated: 02 December 2017, 04:43 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ମଲ୍ଟି ଷ୍ଟାରର ଓଡିଆ ସିନେମା କଥା ପଡିଲେ ମନକୁ ସ୍ୱତଃ ଚାଲି ଆସନ୍ତି ଓଡିଆ ସିନେମାର ୨ କିମ୍ବଦନ୍ତୀ ମହାନାୟକ ପ୍ରଶାନ୍ତ ନନ୍ଦ ଆଉ ଶ୍ରୀରାମ ପଣ୍ଡା। ଧରିତ୍ରୀ, ସମୟ, ସିନ୍ଦୁରବିନ୍ଦୁ, ଜଗାବଳିଆ,ଡୋରା, ହିସାବ ନିକାଶ, ଆଦି ଅନେକ ସିନେମାରେ ଏହି ଦୁହିଁଙ୍କ ଯୋଡିକୁ ଦର୍ଶକେ ମନଭରି ଉପଭୋଗ କରିଛନ୍ତି। ଏଭଳି ଚଳଚ୍ଚିତ୍ରର ସଫଳତା ଦେଖିବା ପରେ ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକ ଆଉ କେତେଯୋଡା ଅଭିନେତାଙ୍କୁ ପରଦାରେ ଉତାରିବାକୁ ଚଷ୍ଟା କରିଥିଲେ ମଧ୍ୟ ସେଭଳି ସଫଳତା ପାଇ ନାହାନ୍ତି। କାଳେ ସିନେମାରେ ସ୍କ୍ରିନ୍ ଟାଇମ୍ କମିଯିବ ବା ନିଜ ଚରିତ୍ରର ଗୁରୁତ୍ୱ କମିଯିବ,ଏଥିପାଇଁ ହିରୋମାନେ ଏଭଳି ଚଳଚ୍ଚିତ୍ର ଲାଗି ଭରଷା କରି ପାରୁନାହାନ୍ତି ବୋଲି କୁହାଯାଉଥିଲା । ହେଲେ ଏହି କ୍ରମରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଆସୁଛି ‘ହାପି-ଲକି’। ତରଙ୍ଗ ସିନେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ୨ ଯୋଡା ଅଭିନେତା ଅଭିନେତ୍ରୀ ଲିଡ୍‌ ରୋଲ୍‌ରେ ଦେଖାଦେବେ।

ସମ୍ବିତ, ହାପି ଭୂମିକାରେ ଆସୁଥିବା ବେଳ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ସସ୍ମିତା । ଦୁହେଁ ଏହି ସନେମା ସିକ୍ୱେନ୍ସରେ ବେସ୍‌ ଧମାଲ୍‌ କରିବେ ବୋଲି କୁହାଯାଉଛି। ସେହିପରି ଲକି ଭୂମିକାରେ ଅଭିନେତା ଜ୍ୟୋତିଙ୍କୁ ଅଭିନେତ୍ରୀ ଏଲିନାଙ୍କ ସହ ଦେଖିବେ ଦର୍ଶକ। ଏହି ଦୁଇ ଯୋଡି ପରଦାରେ କେତେ ଜମୁଛି ଆଉ ମଲ୍ଟି ଷ୍ଟାରର ଫିଲ୍ମ ଇତିହାସରେ ଏହି ଚଳଚିତ୍ର କି ଛାପ ଛାଡୁଛି ତାହା ଦେଖିବାକୁ ରହିଲା। ନୂଆ ବର୍ଷରେ ପରଦାକୁ  ଆସୁଥିବା ଏହି ଚଳଚ୍ଚିତ୍ରରେ ସଂଳାପ ଲେଖୁଛନ୍ତି ଦେବିଦତ୍ତ ଓ ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story