ରାମରହିମ ଗଣ୍ଡଗୋଳ ବେଳେ ଫିଲ୍ମ ରିଲିଜ୍‌ କରି ଫସିଗଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଏ ଜେଣ୍ଟଲମ୍ୟାନ’ ଶୁକ୍ରବାରକୁ ରିଲିଜ ହୋଇଛି। ହେଲେ ସିଦ୍ଧାର୍ଥ ଶୁକ୍ରବାର ଦିନ ଏମିତି ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି। କଥା ହେଉଛି ଶୁକ୍ରବାର ଦିନ ୧୫ ବର୍ଷର ପୁରୁଣା ବଳତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମରହିମ। ଏହି ଖବର ଆସିବା ପରେ ଦେଶରେ ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଫଳରେ ଏଥିପାଇଁ ସଦ୍ଧାର୍ଥ ଶାନ୍ତିବଜାୟ ରଖିବାକୁ ଅପିଲ କରିଥିଲେ। […]

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 06:43 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଏ ଜେଣ୍ଟଲମ୍ୟାନ’ ଶୁକ୍ରବାରକୁ ରିଲିଜ ହୋଇଛି। ହେଲେ ସିଦ୍ଧାର୍ଥ ଶୁକ୍ରବାର ଦିନ ଏମିତି ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି। କଥା ହେଉଛି ଶୁକ୍ରବାର ଦିନ ୧୫ ବର୍ଷର ପୁରୁଣା ବଳତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମରହିମ। ଏହି ଖବର ଆସିବା ପରେ ଦେଶରେ ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଫଳରେ ଏଥିପାଇଁ ସଦ୍ଧାର୍ଥ ଶାନ୍ତିବଜାୟ ରଖିବାକୁ ଅପିଲ କରିଥିଲେ। ସେ ଟ୍ୱିଟରେ ଲେଖିଥିଲେ ହରିୟାନାର ସବୁ ଲୋକ ଦୟାକରି ଶାନ୍ତି ବଜୟ ରଖନ୍ତୁ ଏବଂ ଆଶା କରୁଛି ଆମ ଫିଲ୍ମ ଖୁବ ଶୀଘ୍ର ଦେଖିପାରିବେ। ଏହା ପରେ ଲୋକମାନେ ଟ୍ୱିଟରରେ ସିଦ୍ଧାର୍ଥଙ୍କର ଏହି ଟ୍ୱିଟ ପାଇଁ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଅନେକ ୟୁଜର୍ସ ତାଙ୍କ ଉପରେ ରାଗିଯାଇ କହିଥିଲେ ଏମିତି ପରିସ୍ଥିତିରେ ସେ ତାଙ୍କ ଫିଲ୍ମର ପ୍ରମୋସନ କଥା ଉଠାଉଛନ୍ତି। ସିଦ୍ଧାର୍ଧଙ୍କ ଟ୍ୱିଟ୍‌ ପରେ ଜଣେ ଯୁଜର୍ସ ତାଙ୍କୁ ଟ୍ୱିଟ୍‌ କରି କହିଛନ୍ତି ଭାଇ ଟ୍ୱିଟ୍‌ ଡିଲିଟ୍‌ କରି ଦିଅ ନଚେତ ଲୋକମାନେ ଅଧିକ ଟ୍ରୋଲ କରିବେ। ଆହୁରି ଅନେକ ଲୋକ ଏହି ଟ୍ୱିଟ୍‌ ପାଇଁ ସିଦ୍ଧାର୍ଥଙ୍କୁ ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story