୫୦ କୋଟି କ୍ଲବରେ ‘ଉଡ଼ତା ପଞ୍ଜାବ’

ମୁମ୍ୱାଇ: ବକ୍ସ ଅଫିସରେ ଧୁମ୍ ମଚାଇଛି ଅଭିଷେକ୍ ଚୌବେ ନିର୍ଦ୍ଦେଶିତ ଏବଂ ଅନୁରାଗ କଶ୍ୟପଙ୍କ ସହ ନିର୍ମିତ ଫିଲ୍ମ ‘ ଉଡ଼ତା ପଞ୍ଜାବ’। ପ୍ରଥମ ସପ୍ତାହରେ ଏହି ଫିଲ୍ମ ପ୍ରାୟ ୪୮.୫୦ କେ।ଟି ଆୟ କରିଛି। ପଞ୍ଜାବର ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ଏହି ଫିଲ୍ଲଟି ଜୁନ୍ ୧୭ ରେ ପରଦାକୁ ଆସିଥିଲା । ଏଥିରେ ସାହିଦ୍ କପୁର, ଆଲିୟା ଭଟ୍ଟ, କରୀନା କପୁର ଏବଂ ଦିଲଜିତ୍ ଦେ।ସାଞ୍ଜ ଅଛନ୍ତି। ‘ଉଡ଼ତା ପଞ୍ଜାବ’ ପୂରା ସପ୍ତାହ ବକ୍ସ ଅଫିସ୍‌ରେ […]

udtapunjab (1)

udtapunjab (1)

Rakesh Mallick
  • Published: Saturday, 25 June 2016
  • Updated: 26 June 2016, 05:36 PM IST

Sports

Latest News

ମୁମ୍ୱାଇ: ବକ୍ସ ଅଫିସରେ ଧୁମ୍ ମଚାଇଛି ଅଭିଷେକ୍ ଚୌବେ ନିର୍ଦ୍ଦେଶିତ ଏବଂ ଅନୁରାଗ କଶ୍ୟପଙ୍କ ସହ ନିର୍ମିତ ଫିଲ୍ମ ‘ ଉଡ଼ତା ପଞ୍ଜାବ’। ପ୍ରଥମ ସପ୍ତାହରେ ଏହି ଫିଲ୍ମ ପ୍ରାୟ ୪୮.୫୦ କେ।ଟି ଆୟ କରିଛି। ପଞ୍ଜାବର ଡ୍ରଗ୍ସ ସମସ୍ୟା ଉପରେ ଆଧାରିତ ଏହି ଫିଲ୍ଲଟି ଜୁନ୍ ୧୭ ରେ ପରଦାକୁ ଆସିଥିଲା । ଏଥିରେ ସାହିଦ୍ କପୁର, ଆଲିୟା ଭଟ୍ଟ, କରୀନା କପୁର ଏବଂ ଦିଲଜିତ୍ ଦେ।ସାଞ୍ଜ ଅଛନ୍ତି।

‘ଉଡ଼ତା ପଞ୍ଜାବ’ ପୂରା ସପ୍ତାହ ବକ୍ସ ଅଫିସ୍‌ରେ ନିଜର ଦୃତ ସ୍ଥିତି ବଜାୟ ରଖିଥିଲା ବୋଲି କହିଛନ୍ତି ଫିଲ୍ମ ଟ୍ରେଡ଼ ଏନାଲିଷ୍ଟ୍ ତରଣ ଆଦର୍ଶ।

ସେ କହିଛନ୍ତି,“ତାଙ୍କ ଅନୁସାରେ ଫିଲ୍ମଟି ଉତ୍ତର ଭାରତରେ ମଧ୍ୟ ଭଲ ଆୟ କରିଛି । ତରଣ ଟ୍ୱିଟ୍ଟର ପେଜ୍‌ରେ ଲେଖିଛନ୍ତି, ‘ଉଡ଼ତା ପଞ୍ଜାବ’ ପଞ୍ଜବ ଏବଂ ଦିଲ୍ଳୀରେ ଗେ।ଟିଏ ସପ୍ତାହରେ ସବୁଠାରୁ ଅଧିକ ଆୟ କରିଛି । ଅନ୍ୟ ସ୍ଥାନ ମାନଙ୍କରେ ଏହା ସାଧାରଣରୁ ଭଲ ବ୍ୟବସାୟ କରିଛି ।”

ସୂଚନାଯେ।ଗ୍ୟ  ଯେ ‘ଉଡ଼ତା ପଞ୍ଜାବ’ ର ନିର୍ମାତା ମାନଙ୍କୁ ସେନ୍ସର ବେ।ର୍ଡ ଠାରୁ ରିଲିଜ ପାଇଁ ସାର୍ଟଫିକେଟ୍ ଆଣିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବେ।ର୍ଡ ପ୍ରଥମେ ଫିଲ୍ମର ୮୯ଟି ସିନ୍ ହଟାଇବାକୁ କହିଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ଫିଲ୍ମର ନିର୍ମାତା ମୁମ୍ୱାଇର ଉଚ୍ଚ ନ୍ୟାୟଳୟକୁ ଯାଇଥିଲେ। ଯେଉଁଠି ‘ସିବିଏଫସି’ର ସୁପାରିଶକୁ ଖାରଜ କରି ଦିଆଯାଇଥିଲା। ମାତ୍ର ଗେ।ଟିଏ ସିନ୍ ହଟାଇ ଏବଂ ତିନେ।ଟି ବୈଧାନିକ ଚେତାବନୀ ସହିତ ଫିଲ୍ମକୁ ରିଲିଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲ।। ଏହି ଫିଲ୍ମ ପାଖାପାଖି ୨୦୦୦ ସିନେମା ହଲରେ ରିଲିଜ୍ ହେ।ଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos