କେମିତି ଅଛନ୍ତି ଟ୍ରାଜେଡି କିଙ୍ଗ୍‌: ଭାଇରାଲ୍ ହେଲା ଫଟୋ

ମୁମ୍ୱାଇ: ଗତ କିଛି ଦିନ ହେବ ଅସୁସ୍ଥ ଥିବା ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଦିଲ୍ଲୀପ କୁମାରଙ୍କ ଫ୍ୟାନ୍‌ମାନେ ସବୁବେଳେ ତାଙ୍କ ଆରୋଗ୍ୟ କାମନା କରୁଥିଲେ। ଇତି ମଧ୍ୟରେ ଦିଲ୍ଲୀପଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଫଟୋରୁ ଜଣାପଡୁଛି ଯେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଫଟୋରେ ଦିଲ୍ଲୀପ ନୂଆ ସାର୍ଟ ଓ ପ୍ୟାଣ୍ଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ […]

dilip kumar

dilip kumar

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 01:07 PM IST

Sports

Latest News

ମୁମ୍ୱାଇ: ଗତ କିଛି ଦିନ ହେବ ଅସୁସ୍ଥ ଥିବା ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଦିଲ୍ଲୀପ କୁମାରଙ୍କ ଫ୍ୟାନ୍‌ମାନେ ସବୁବେଳେ ତାଙ୍କ ଆରୋଗ୍ୟ କାମନା କରୁଥିଲେ। ଇତି ମଧ୍ୟରେ ଦିଲ୍ଲୀପଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଫଟୋରୁ ଜଣାପଡୁଛି ଯେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଫଟୋରେ ଦିଲ୍ଲୀପ ନୂଆ ସାର୍ଟ ଓ ପ୍ୟାଣ୍ଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହି ଫଟୋ ସହିତ ଦିଲ୍ଲୀପ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ସେ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଏହିସୁବ ଫଟୋ ଦିଲୀପଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି। ଯାହା ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀପଙ୍କ ପ୍ରଥମ ଫିଲ୍ମ ’ଜୁଆର ଭଟ୍ଟା’ ଥିଲା। ଯାହା ୧୯୯୪ ମସିହାରେ ପରଦାକୁ ଆସିଥିଲା।

ସେ ୮ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୧୯୯୫ରେ ଭାରତୀୟ ଫିଲ୍ମର ସବୋର୍ଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story