ରିଲିଜ ହେଲା ‘ଭିଆଇପି-୨’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ସୁପରଷ୍ଟାର ରଜନୀ କାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ସୋସିଆଲ ମିଡିଆରେ କାଜଲ ଏବଂ ଧନୁଷଙ୍କ ‘ଭିଆଇପି-୨’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ନୂଆବର୍ଷର ଆଗମନ ଖୁସିରେ ଧନୁଷଙ୍କ ଫ୍ୟାନସଙ୍କୁ ଉପହାର ଦେବାକୁ ଯାଇ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି ବୋଲି କହିଛନ୍ତି ସୌନ୍ଦର୍ଯ୍ୟା। ଫିଲ୍ମର ନିର୍ମାଣ ଧନୁଷଙ୍କ ଭଣ୍ଡରବାର୍‌ ଫିଲ୍ମସ ବ୍ୟାନର କରିବ। ଏହି ଫିଲ୍ମ ଜରିଆରେ ଦୀର୍ଘ ୧୯ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କରୁଛନ୍ତି।

kajol-dhanush

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 01:42 PM IST

ମୁମ୍ବାଇ: ସୁପରଷ୍ଟାର ରଜନୀ କାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ସୋସିଆଲ ମିଡିଆରେ କାଜଲ ଏବଂ ଧନୁଷଙ୍କ ‘ଭିଆଇପି-୨’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ନୂଆବର୍ଷର ଆଗମନ ଖୁସିରେ ଧନୁଷଙ୍କ ଫ୍ୟାନସଙ୍କୁ ଉପହାର ଦେବାକୁ ଯାଇ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି ବୋଲି କହିଛନ୍ତି ସୌନ୍ଦର୍ଯ୍ୟା।

ଫିଲ୍ମର ନିର୍ମାଣ ଧନୁଷଙ୍କ ଭଣ୍ଡରବାର୍‌ ଫିଲ୍ମସ ବ୍ୟାନର କରିବ। ଏହି ଫିଲ୍ମ ଜରିଆରେ ଦୀର୍ଘ ୧୯ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କରୁଛନ୍ତି।

Related story