ଅଧା ମୁହଁ ଲୁଚାଇ ବିରାଟ୍ ଗଲେ ବିଦେଶ? କ’ଣ ଲୁଚାଛପାରେ ଅନୁଷ୍କାଙ୍କୁ କରିବେ ବିବାହ

ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ପ୍ରସଙ୍ଗ। ଶୁଣିବାକୁ ମିଳୁଥିଲା ଦୁହେଁ ଏହି ଡିସେମ୍ବରରେ ଇଟାଲିରେ ବିବାହ କରିବାକୁ ଯାଉଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ସରିଛି। ଏବେ ଉଭୟ ସୁଇଜରଲ୍ୟାଣ୍ଡ ଯାଇଛନ୍ତି। ରୋଚକ କଥା ହେଲା ବିରାଟ ଏହି ବିଦେଶ ଯାତ୍ରା କରିବା ପାଇଁ ବିମାନବନ୍ଦରକୁ ଅଧା ଲୁଚା ମୁହଁରେ ଯାଉଥିବା ଦେଖିବାକୁ ମିଳିଛି। ଯାହା ସେମାନଙ୍କ ବିବାହ ଚର୍ଚ୍ଚାକୁ ଆହୁରି […]

virat_

virat_

Ordigital Desk
  • Published: Friday, 08 December 2017
  • Updated: 08 December 2017, 01:34 PM IST

Sports

Latest News

ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ପ୍ରସଙ୍ଗ। ଶୁଣିବାକୁ ମିଳୁଥିଲା ଦୁହେଁ ଏହି ଡିସେମ୍ବରରେ ଇଟାଲିରେ ବିବାହ କରିବାକୁ ଯାଉଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ସରିଛି। ଏବେ ଉଭୟ ସୁଇଜରଲ୍ୟାଣ୍ଡ ଯାଇଛନ୍ତି। ରୋଚକ କଥା ହେଲା ବିରାଟ ଏହି ବିଦେଶ ଯାତ୍ରା କରିବା ପାଇଁ ବିମାନବନ୍ଦରକୁ ଅଧା ଲୁଚା ମୁହଁରେ ଯାଉଥିବା ଦେଖିବାକୁ ମିଳିଛି। ଯାହା ସେମାନଙ୍କ ବିବାହ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଦୁହେଁ ଡିସେମ୍ବରରେ ଲମ୍ବା ଛୁଟି ନେଇଛନ୍ତି। ବିରାଟ୍ ଡିସେମ୍ବରରେ ହେବାକୁ ଥିବା ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତରୁ ବିଶ୍ରାମ ନେବା ଲାଗି  ଛୁଟି ଆବେଦନ କରିଥିବା ବେଲେ ଅନୁଷ୍କା ଶାହାରୁଖଙ୍କ ସହ ଆସୁଥିବା ତାଙ୍କ ଆଗାମୀ ପିଲ୍ମକୁ ଡିସେମ୍ବରରେ ସାରିବାକୁ ଚେଷ୍ଟା କରୁଛନ୍ତି। ଏସବୁ ଖବରକୁ ଦେଖି ଆକଳନ କରାଯାଉଥିଲା ଯେ ଦୁହେଁ ଏହି ଡିସେମ୍ବରରେ ହାତକୁ ଦିହାତ ହେବାକୁ ଯାଉଛନ୍ତି। କିନ୍ତୁ ନିକଟରେ ଅନୁଷ୍କାଙ୍କ ପ୍ରତିକ୍ରିୟା ସବୁ ଭାବନାଗାର ଉପରେ ପୁର୍ଣ୍ଣଛେଦ ପକାଇଦେଲା। ବିହାହ ଖବର ପୂରା ମିଛ ବୋଲି ସେ ମିଡିଆକୁ ଜଣାଇଲେ।

ଏବେ ବିରାଟ ଓ ଅନୁଷ୍କା ସୁଇଜରଲ୍ୟାଣ୍ଡ ଅଲଗା ଅଲଗା ବିମାନରେ ଯାଇଛନ୍ତି। ତାହା ପୁଣି ଲୁଚିଛପି। ଯାହାକୁ ଉଭୟଙ୍କ ଫ୍ୟାନ ସହଜରେ ଗ୍ରହଣ କରୁନାହାଁନ୍ତି। ଗୁରୁବାର ଦିନ ଅନୁଷ୍କା ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କ ପରିବାର ସହ ସୁଇଜରଲ୍ୟାଣ୍ଡ ଯାଇଥିବା ବେଳେ ଏପଟେ ଦିଲ୍ଲୀ ବିମାନବନ୍ଦରରୁ ବିରାଟ୍ ସୁଇଜରଲ୍ୟାଣ୍ଡ ପାଇଁ ଯାତ୍ରା କରିଛନ୍ତି। ବିରାଟ ବିମାନବନ୍ଦରରେ ନିଜ ମୁହଁକୁ ଘୋଡାଇ ରଖିଥିଲେ, ତେଣୁ ତାଙ୍କୁ ଚିହ୍ନିବାରେ ଟିକେ ଅସୁବିଧା ହେଲା। ସେପଟେ ବିରାଟଙ୍କର କୋଚ୍‌ ମଧ୍ୟ ଛୁଟି ଆବେଦନ କରିଛନ୍ତି। ବିମାନବନ୍ଦରରେ ଅନୁଷ୍କାଙ୍କୁ ସୁଇଜରଲ୍ୟାଣ୍ଡ ଯାତ୍ରା ପଛର କାରଣ କ’ଣ ପଚିରିବାକରୁ ସେ କିଛି ଉତ୍ତର ଦେଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story