ମୁମ୍ବାଇ: ବଲିଉଡ୍ର ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ନିଜ ସଂପର୍କରେ ଏକ ରାଜ ଖୋଲିଛନ୍ତି। ତାହା ପୁଣି ସେ କେଉଁ ଜିନିଷକୁ ଅଧିକ ଭୟ କରନ୍ତି ତାକୁ ନେଇ। ଆପଣ ବୋଧହୁଏ ଏ କଥା କେବେ ଶୁଣି ନ ଥିବେ।
ସେ କହିଛନ୍ତି, ମୋତେ ଏକୁଟିଆପଣକୁ ଅଧିକ ଡର ଲାଗେ। ଏକୁଟିଆ ରହିବା କଥା ଭାବିଲେ ବି ମୋତେ ଡର ଲାଗିଥାଏ। ମୋତେ ଏକୁଟିଆ ରହିବାକୁ ଭଲ ଲାଗେ ନାହିଁ। କାରଣ ମୁଁ ସବୁବେଳେ ନିଜର ଲୋକ ଓ ପରିବାର ସହ ରହିଛି। ସେମାନଙ୍କ ସହ ସଂପର୍କ ମୋ ଜୀବନରେ ଅଧିକ ମହତ୍ତ୍ୱ ରଖେ।
ସେ କହିଛନ୍ତି, ମୁଁ ଯେତେବେଳେ ମାଆ ହୋଇଥିଲି, ସେତେବେଳେ ମୋ ହୃଦୟ ଖୁସିରେ ଭରି ଯାଇଥିଲା। ମୋ ଝିଅ ଆରାଧ୍ୟାକୁ ଦେଖି ମୋତେ ଲାଗିଥିଲା ଭଗବାନ ମୋତେ ସବୁକିଛି ଦେଇ ଦେଇଛନ୍ତି।
ସୌଜନ୍ୟ- ୟଙ୍ଗିସ୍ତାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।