କାହାକୁ ଡରନ୍ତି ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା?

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ନିଜ ସଂପର୍କରେ ଏକ ରାଜ ଖୋଲିଛନ୍ତି। ତାହା ପୁଣି ସେ କେଉଁ ଜିନିଷକୁ ଅଧିକ ଭୟ କରନ୍ତି ତାକୁ ନେଇ। ଆପଣ ବୋଧହୁଏ ଏ କଥା କେବେ ଶୁଣି ନ ଥିବେ। ସେ କହିଛନ୍ତି, ମୋତେ ଏକୁଟିଆପଣକୁ ଅଧିକ ଡର ଲାଗେ।  ଏକୁଟିଆ ରହିବା କଥା ଭାବିଲେ ବି ମୋତେ ଡର ଲାଗିଥାଏ। ମୋତେ ଏକୁଟିଆ ରହିବାକୁ ଭଲ ଲାଗେ ନାହିଁ। କାରଣ […]

aishawarja

Rakesh Mallick
  • Published: Monday, 12 June 2017
  • , Updated: 01 November 2017, 08:55 AM IST

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ନିଜ ସଂପର୍କରେ ଏକ ରାଜ ଖୋଲିଛନ୍ତି। ତାହା ପୁଣି ସେ କେଉଁ ଜିନିଷକୁ ଅଧିକ ଭୟ କରନ୍ତି ତାକୁ ନେଇ। ଆପଣ ବୋଧହୁଏ ଏ କଥା କେବେ ଶୁଣି ନ ଥିବେ।

ସେ କହିଛନ୍ତି, ମୋତେ ଏକୁଟିଆପଣକୁ ଅଧିକ ଡର ଲାଗେ।  ଏକୁଟିଆ ରହିବା କଥା ଭାବିଲେ ବି ମୋତେ ଡର ଲାଗିଥାଏ। ମୋତେ ଏକୁଟିଆ ରହିବାକୁ ଭଲ ଲାଗେ ନାହିଁ। କାରଣ ମୁଁ ସବୁବେଳେ ନିଜର ଲୋକ ଓ ପରିବାର ସହ ରହିଛି। ସେମାନଙ୍କ ସହ ସଂପର୍କ ମୋ ଜୀବନରେ ଅଧିକ ମହତ୍ତ୍ୱ ରଖେ।

ସେ କହିଛନ୍ତି, ମୁଁ ଯେତେବେଳେ ମାଆ ହୋଇଥିଲି, ସେତେବେଳେ ମୋ ହୃଦୟ ଖୁସିରେ ଭରି ଯାଇଥିଲା। ମୋ ଝିଅ ଆରାଧ୍ୟାକୁ ଦେଖି  ମୋତେ  ଲାଗିଥିଲା ଭଗବାନ ମୋତେ ସବୁକିଛି ଦେଇ ଦେଇଛନ୍ତି।

ସୌଜନ୍ୟ- ୟଙ୍ଗିସ୍ତାନ

Related story