କ୍ୟାଟ୍‌ଙ୍କୁ ଭୁଲି ପାରିନାହାଁନ୍ତି ଭାଇଜାନ୍: ଗୀତ ଗାଇ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ମୁମ୍ବାଇ: ବହୁତ ଦିନରୁ ସଲମାନ ଓ କଟ୍ରିନାଙ୍କ ବ୍ରେକଅପ୍‌ ହୋଇଗଲାଣି। ଲୋକମାନେ ମଧ୍ୟ ତାଙ୍କ ସଂପର୍କକୁ ନେଇ ଆଉ ଚର୍ଚ୍ଚା କରୁ ନାହାନ୍ତି। ହେଲେ ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି ଭାଇଜାନ। ଏ କଥା ଆମେ କହୁନାହୁଁ। ତାଙ୍କ ଆବଭାବ ଓ କାମରୁ ଜଣାପଡୁଛି। ଯେଉଁଠି କ୍ୟାଟ୍‌ଙ୍କୁ ଦେଖୁଛନ୍ତି, ନିଜକୁ ରୋକି ପାରୁନାହାଁନ୍ତି। ଏପରି କିଛି ହୋଇଛି ନ୍ୟୁୟର୍କର ଆଇ.ଆଇ.ଏଫ୍‌.ଏ. ଆୱାର୍ଡ କାର୍ଯ୍ୟକ୍ରମରେ। ଏଥିରେ ସଲମାନ କ୍ୟାଟ୍‌ ପାଇଁ ଏକ ଗୀତ ମଧ୍ୟ ଗାଇଛନ୍ତି। ତାହା ପୁଣି […]

salman_

salman_

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 12:24 PM IST

Sports

Latest News

ମୁମ୍ବାଇ: ବହୁତ ଦିନରୁ ସଲମାନ ଓ କଟ୍ରିନାଙ୍କ ବ୍ରେକଅପ୍‌ ହୋଇଗଲାଣି। ଲୋକମାନେ ମଧ୍ୟ ତାଙ୍କ ସଂପର୍କକୁ ନେଇ ଆଉ ଚର୍ଚ୍ଚା କରୁ ନାହାନ୍ତି। ହେଲେ ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି ଭାଇଜାନ। ଏ କଥା ଆମେ କହୁନାହୁଁ। ତାଙ୍କ ଆବଭାବ ଓ କାମରୁ ଜଣାପଡୁଛି। ଯେଉଁଠି କ୍ୟାଟ୍‌ଙ୍କୁ ଦେଖୁଛନ୍ତି, ନିଜକୁ ରୋକି ପାରୁନାହାଁନ୍ତି। ଏପରି କିଛି ହୋଇଛି ନ୍ୟୁୟର୍କର ଆଇ.ଆଇ.ଏଫ୍‌.ଏ. ଆୱାର୍ଡ କାର୍ଯ୍ୟକ୍ରମରେ।

ଏଥିରେ ସଲମାନ କ୍ୟାଟ୍‌ ପାଇଁ ଏକ ଗୀତ ମଧ୍ୟ ଗାଇଛନ୍ତି। ତାହା ପୁଣି ଜନ୍ମଦିନର ଗୀତ। କ୍ୟାଟଙ୍କ ଜନ୍ମଦିନ ୧୬ ଜୁଲାଇ ହୋଇଥିବାରୁ ସଲମାନ ପୂର୍ବରୁ ନିଜର ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ଗୀତ ଗାଇ ଜନ୍ମଦିନର ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ଏହି ଷ୍ଟେଜରେ କ୍ୟାଟଙ୍କ ସହ ଅନ୍ୟ କଳାକାର ମଧ୍ୟ ଉପସ୍ଥିତ ଥିଲେ।

ବଲିଉଡର ବିଫଳ ପ୍ରେମ ସମ୍ପର୍କ ମଧ୍ୟରେ ସଲମାନ ଓ କଟ୍ରିନାଙ୍କ ସମ୍ପର୍କକୁ ଗଣା ଯାଇଥାଏ। କିନ୍ତୁ ସଲମାନଙ୍କ ଆବଭାବ ଦେଖିଲେ ଲାଗୁନି, ଏମାନଙ୍କ ସଂପର୍କ ଭାଙ୍ଗିଛି ବୋଲି। ଲାଗୁଛି ସଂପର୍କ ସ୍ଥଗିତ ଅଛି। ବେଳ ପଡ଼ିଲେ ପୁଣି ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story