ବିବାହ ପରେ କେଉଁଠି ରହିବେ ‘ବିରୁଷ୍କା’

ମୁମ୍ବାଇ: ଆଜିକାଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍‌ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବଲିଉଡରୁ କ୍ରିକେଟ ଜଗତ ସବୁଠି ଏହି ଚର୍ଚ୍ଚିତ ଯୋଡିଙ୍କୁ ନେଇ ଟୁପୁରଟାପର। ବିରାଟ-ଅନୁଷ୍କା ବାହାଘର ପରେ ଯେଉଁ ଘରେ ରହିବାକୁ ଯାଉଛନ୍ତି ତାର ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ରୋମାଣ୍ଟିକ୍‌ କପଲ କୁଆଡ ପୂର୍ବ ମୁମ୍ୱାଇର ପ୍ରସିଦ୍ଧ ‘ଓମ୍‌କାର ୧୯୭୩’ ଆପାର୍ଟମେଣ୍ଟରେ ରହିବାକୁ ଯାଉଛନ୍ତି। ଏହି ସି ଫେସିଂ ଆପାର୍ଟମେଣ୍ଟର […]

virushka final

virushka final

Ordigital Desk
  • Published: Sunday, 10 December 2017
  • Updated: 10 December 2017, 05:28 PM IST

Sports

Latest News

ମୁମ୍ବାଇ: ଆଜିକାଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍‌ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବଲିଉଡରୁ କ୍ରିକେଟ ଜଗତ ସବୁଠି ଏହି ଚର୍ଚ୍ଚିତ ଯୋଡିଙ୍କୁ ନେଇ ଟୁପୁରଟାପର। ବିରାଟ-ଅନୁଷ୍କା ବାହାଘର ପରେ ଯେଉଁ ଘରେ ରହିବାକୁ ଯାଉଛନ୍ତି ତାର ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ରୋମାଣ୍ଟିକ୍‌ କପଲ କୁଆଡ ପୂର୍ବ ମୁମ୍ୱାଇର ପ୍ରସିଦ୍ଧ ‘ଓମ୍‌କାର ୧୯୭୩’ ଆପାର୍ଟମେଣ୍ଟରେ ରହିବାକୁ ଯାଉଛନ୍ତି। ଏହି ସି ଫେସିଂ ଆପାର୍ଟମେଣ୍ଟର ୩୫ତମ ଫ୍ଲୋରରେ ସେମାନେ ରହିବାକୁ ଯାଉଛନ୍ତି। ଆଉ ପଡୋଶୀ ଭା‍ବେ ପାଇଛନ୍ତି ବନ୍ଧୁ ଯୁବରାଜ ସିଂଙ୍କୁ। ଯୁବରାଜ ପୂର୍ବରୁ ଏହି ବିଲ୍‌ଡିଂର ୨୯ତମ ଫ୍ଲୋରରେ ରହୁଛନ୍ତି।

ସୂଚନାଯୋଗ୍ୟ, କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ସେମାନଙ୍କ ବାହାଘର ଇଟାଲୀରେ ହେବାକୁ ଯାଉଛି। ବାହାଘର ରୀତି ବି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୨ରେ ସମସ୍ତଙ୍କୁ ସାକ୍ଷୀ ରଖି ଉଭୟ ହାତକୁ ଦିହାତ ହେବେ।

ବିବାହ ପରେ କେଉଁଠି ରହିବେ ସେଥିପାଇଁ ବିରାଟ ବହୁ ଆଗରୁ ଭାବିସାରିଥିଲେ। ସେଥିପାଇଁ ପୂର୍ବ ବର୍ଷ ମୁମ୍ବାଇର ପ୍ରସିଦ୍ଧ ରିଅଲ ଇଷ୍ଟେଟ୍ ଡେବଲପର ଓମ୍‌କାର ରିଅଲିଷ୍ଟ ଆଣ୍ଡ ଡେବଲପରର୍ସର ଆବାସ ଯୋଜନା ଅନ୍ତର୍ଗତ ଉପରୋକ୍ତ ବ୍ୟୟବହୁଳ ବହୁତଳ ବିଶିଷ୍ଟ ବିଲଡିଂରେ ଘର ବୁକ୍‌ କରିଥିଲେ।

ଏହି ଆପାର୍ଟମେଣ୍ଟ ମୁମ୍ବାଇର ବର୍ଲି ଅଞ୍ଚଳରେ ଅବସ୍ଥିତ। ୭୧୭୧ ବର୍ଗଫୁଟ୍‌ ପରିମିତ ଜମିରେ ଥିବା ଏହି ଆପାର୍ଟମେଣ୍ଟ ନିଜର ସି ଫେସିଂ ଅବସ୍ଥାନ ଲାଗି ପ୍ରାୟ ସବୁ ବଡ ବଡ ସେଲିବ୍ରେଟିଂଙ୍କ ପାଇଁ ପ୍ରଥମ ପସନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story