ବଲିଉଡ୍‌ରେ ଯଦି ତିଆରି ହୁଏ ମହାଭାରତ, ତେବେ ଜାଣନ୍ତୁ କେଉଁ ଚରିତ୍ରରେ କିଏ ହେବେ ଫିଟ୍‌

ମୁମ୍ବାଇ: ଦୁବାଇରେ ରହୁଥିବା ଭାରତୀୟ ବି.ଆର ସେଟ୍ଟୀ କିଛି ଦିନ ପୂର୍ବରୁ ମହାଭାରତ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଫିଲ୍ମର ବଜେ୍ଟ୍ ୧ ହଜାର କୋଟି ରହିଛି। ଫିଲ୍ମର ନିର୍ଦ୍ଦେଶନା ଲୋକପ୍ରିୟ ଆଡ୍ ଗୁରୁ ବିଏ ଶ୍ରୀ କୁମାର ମେନନ ଦେବେ। କୁହାଯାଉଛି ଯେ ଫିଲ୍ମର ସୁଟିଂ ୨୦୧୮ ଡିସେମ୍ବରରେ ଆରମ୍ଭ ହେବ। ୨୦୨୦ରେ ଏହାକୁ ରିଲିଜ୍ କରାଯିବାର ଯୋଜନା କରାଯାଇଛି। ମାଲାୟାଲମ ଅଭିନେତା ମୋହନଲାଲ ଏହି ଫିଲ୍ମର ଅଂଶ ହୋଇପାରନ୍ତି। ଏମିତିରେ […]

mahabhart

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 03:52 PM IST

ମୁମ୍ବାଇ: ଦୁବାଇରେ ରହୁଥିବା ଭାରତୀୟ ବି.ଆର ସେଟ୍ଟୀ କିଛି ଦିନ ପୂର୍ବରୁ ମହାଭାରତ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଫିଲ୍ମର ବଜେ୍ଟ୍ ୧ ହଜାର କୋଟି ରହିଛି। ଫିଲ୍ମର ନିର୍ଦ୍ଦେଶନା ଲୋକପ୍ରିୟ ଆଡ୍ ଗୁରୁ ବିଏ ଶ୍ରୀ କୁମାର ମେନନ ଦେବେ। କୁହାଯାଉଛି ଯେ ଫିଲ୍ମର ସୁଟିଂ ୨୦୧୮ ଡିସେମ୍ବରରେ ଆରମ୍ଭ ହେବ। ୨୦୨୦ରେ ଏହାକୁ ରିଲିଜ୍ କରାଯିବାର ଯୋଜନା କରାଯାଇଛି। ମାଲାୟାଲମ ଅଭିନେତା ମୋହନଲାଲ ଏହି ଫିଲ୍ମର ଅଂଶ ହୋଇପାରନ୍ତି।

ଏମିତିରେ ବି.ଆର ଚୋପ୍ରାଙ୍କ ପ୍ରସିଦ୍ଧ ଧାରାବାହିକ ‘ମହାଭାରତ’ ସମସ୍ତେ ଦେଖିଛନ୍ତି। କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ମହାଭାରତର ବିଭିନ୍ନ ଚରିତ୍ର ଯଦି ବଲିଉଡ୍‌ ଷ୍ଟାରମାନେ ପ୍ଲେ କରନ୍ତି ତେବେ କିଏ କେଉଁ ଚରିତ୍ରରେ ଫିଟ୍‌ ହେବେ? ଏକ ୱେବ୍‌ସାଇଟ୍‌ ମହାଭାରତର ବିଭିନ୍ନ ଚରିତ୍ରରେ ଏହି ବଲିଉଡ୍‌ ଷ୍ଟାର୍‌ମାନେ ଫିଟ୍ ହେବେ ବୋଲି ଲେଖିଛି।

ଶ୍ରୀକୃଷ୍ଣ- ଶ୍ରୀକୃଷ୍ଣ ଚରିତ୍ର ପାଇଁ ଫିଟ୍‌ ଅକ୍ଷୟ କୁମାର।

ଭୀମ- ଏହି ଚରିତ୍ର ପାଇଁ ସନ୍ନି ଦେଓଲ ଫିଟ୍‌।

କର୍ଣ୍ଣ- ‌ଏହି ଚରିତ୍ର ପାଇଁ ଅଜୟ ଦେବଗନ ଫିଟ୍‌।

ଦ୍ରୌପଦୀ- ଏହି ଚରିତ୍ର ପାଇଁ ବିଦ୍ୟା ବାଲନ ଫିଟ୍‌।

ଭୀଷ୍ମ- ଏହି ଚରିତ୍ର ପାଇଁ ଅମିତାଭ ବଚ୍ଚନ ଫିଟ୍‌।

ଯୁଧିଷ୍ଠିର- ଏହି ଚରିତ୍ର ପାଇଁ ଅନୀଲ କପୁର ଫିଟ୍‌।

ଅର୍ଜୁନ- ଏହି ଚରିତ୍ରନ ପାଇଁ ହ୍ରିତିକ୍‌ ରୋଶନ ଫିଟ୍‌।

ଗାନ୍ଧାରୀ- ଏହି ଚରିତ୍ର ପାଇଁ ଡିମ୍ପଲ କପାଡ଼ିଆ ଫିଟ୍‌।

ଶକୁନି- ଏହି ଚରିତ୍ର ପାଇଁ  ଆଶୁତୋଷ ରାଣା ଫିଟ୍‌।

ଦୁର୍ଯ୍ୟୋଧନ- ଏହି ଚରିତ୍ର ପାଇଁ  ମନୋଜ ବାଜପେୟୀ ଫିଟ୍‌।

ଦୁଃଶାସନ- ଏହି ଚରିତ୍ର ପାଇଁ ଇମ୍‌ରାନ୍‌ ହାସମି ଫିଟ୍‌।

ଦ୍ରୋଣାଚାର୍ଯ୍ୟ- ଏହି ଚରିତ୍ର ପାଇଁ କମଲ ହାସନ ଫିଟ୍‌।

କୁନ୍ତି- ଏହି ଚରିତ୍ର ପାଇଁ ରେଖା ଫିଟ୍‌।

ଧ୍ରୁତରାଷ୍ଟ୍ର- ଏହି ଚରିତ୍ର ପାଇଁ ନାଶିରୁଦ୍ଦିନ ଶାହା ଫିଟ୍‌।

 

Related story