କାହିଁକି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ପ୍ରସିଦ୍ଧ ସୁଫି ଗାୟକ କୈଳାସ ଖେର୍ ?

ସୁଫି ସଙ୍ଗୀତର ବାଦଶାହା କୈଳାସ ଖେରଙ୍କୁ କିଏ ବା ନ ଜାଣେ। ନିଜ ଯାଦୁକରୀ କଣ୍ଠରେ ଦର୍ଶକଙ୍କୁ କରିଥାନ୍ତି ମତୁଆଲା। କୋଟି କୋଟି ଭାରତୀୟଙ୍କ ବୃଦୟରେ ରାଜ୍ କରନ୍ତି କୈଳାସ। ଏତେ ପ୍ରସଂଶା ଓ ଲୋକପ୍ରିୟତା ପାଇଥିବା ଏହି କଳାକାର ଜଣଙ୍କ ଦିନେ ଆତ୍ମହତ୍ୟା କରିବାକୁ ବାହାରି ଥିଲେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଆସନ୍ତୁ ଜାଣିବା ଏମିତି କ’ଣ ହୋଇଥିଲା ଯେଉଁଥି ପାଇଁ କୈଳାସ ନେଇଥିଲେ ଏପରି […]

kailash-kher

kailash-kher

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 12:25 PM IST

Sports

Latest News

ସୁଫି ସଙ୍ଗୀତର ବାଦଶାହା କୈଳାସ ଖେରଙ୍କୁ କିଏ ବା ନ ଜାଣେ। ନିଜ ଯାଦୁକରୀ କଣ୍ଠରେ ଦର୍ଶକଙ୍କୁ କରିଥାନ୍ତି ମତୁଆଲା। କୋଟି କୋଟି ଭାରତୀୟଙ୍କ ବୃଦୟରେ ରାଜ୍ କରନ୍ତି କୈଳାସ। ଏତେ ପ୍ରସଂଶା ଓ ଲୋକପ୍ରିୟତା ପାଇଥିବା ଏହି କଳାକାର ଜଣଙ୍କ ଦିନେ ଆତ୍ମହତ୍ୟା କରିବାକୁ ବାହାରି ଥିଲେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଆସନ୍ତୁ ଜାଣିବା ଏମିତି କ’ଣ ହୋଇଥିଲା ଯେଉଁଥି ପାଇଁ କୈଳାସ ନେଇଥିଲେ ଏପରି ପଦକ୍ଷେପ।

କୈଳାସ ହେଉଛନ୍ତି କାଶ୍ମୀରର ମୂଳ ବାସିନ୍ଦା। କାଶ୍ମୀର ପଣ୍ଡିତ ପରିବାରରେ ତାଙ୍କର ଜନ୍ମ। ବାପା ଜଣେ ସଙ୍ଗୀତକାର ଥିବାରୁ ପିଲାଦିନୁ କୈଳାସ ମଧ୍ୟ ସଙ୍ଗୀତକୁ ଭଲ ପାଇ ଆସୁଥିଲେ ଓ ଏହାକୁ ନିଜ କ୍ୟାରିୟର ଭାବେ ବାଛି ନେଇଥିଲେ। ତାଙ୍କ ବାପାଙ୍କ କହିବାର ଥିଲା, ସଙ୍ଗୀତ ରୋଜଗାର ପାଇଁ ନୁହେଁ ଅନ୍ୟକୁ ଖୁସି କରିବାର ମାଧ୍ୟମ। ହେଲେ କୈଳାସଙ୍କ ଭାବନା ଥିଲା ଏହାର ଓଲଟା। ଶେଷରେ ମାତ୍ର ୧୪ ବର୍ଷ ବୟସରେ କୈଳାସ ଘରୁ ଲୁଚି ପଳାଇଥିଲେ।

ବିଭିନ୍ନ ସ୍ଥାନରେ ବହୁ ହିନସ୍ତା ହେବା ପରେ କୈଳାସ ଦିଲ୍ଲୀରେ ପହଞ୍ଚି ଥିଲେ। ସେଠାରେ ସେ ପିଲାମାନଙ୍କୁ ସଙ୍ଗୀତ ଶିଖାଇବା ଆରମ୍ଭ କରିଥିଲେ। ଯାହା ମିଳୁଥିଲା କଷ୍ଟରେ ଚଳି ଯାଉଥିଲେ। ଭଲ ଗାୟକ ଭାବେ ପରିଚୟ ସୃଷ୍ଟି କରିବାକୁ ବହୁତ ସ୍ଥାନରେ ପ୍ରୟାସ କରିଥିଲେ ମଧ୍ୟ ନିରାଶା ହିଁ ହାତକୁ ଆସିଥିଲା। ଶେଷରେ ସେ ଏପରି ଜୀବନ ନେଇ ବଞ୍ଚିବ ଅପେକ୍ଷା ମରିଯିବା ଭଲ ବୋଲି ସ୍ଥିର କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ସ୍ୱଭାଗ୍ୟକୁ ଏହି ସମୟରେ ତାଙ୍କର ଜଣେ ବନ୍ଧୁ ପହଞ୍ଚି ଯାଇ ଏଥିରୁ ତାଙ୍କୁ ନିବୃତ୍ତ କରିଥିଲେ। ସେ ହିଁ କୈଳାସଙ୍କୁ କହିଥିଲେ- ‘ତୁମ ଭାଗ୍ୟ ତୁମକୁ ଦିଲ୍ଲୀ ନୁହେଁ ମୁମ୍ବାଇରେ ଅପେକ୍ଷା କରିଛି’। ଏହା ଶୁଣିବା ପରେ କୈଳାସ ଦିଲ୍ଲୀ ଛାଡି ମୁମ୍ବାଇ ଚାଲି ଯାଇଥିଲେ। ସେଠାରେ କିଛିଦିନ ଷ୍ଟ୍ରଗଲ କରିବା ପରେ ତାଙ୍କୁ ବିଜ୍ଞାପନରେ ଗାଇବାକୁ ସୁଯୋଗ ପାଇଥିଲେ। ଯାହା ତାଙ୍କ ଉପସ୍ଥିତିକୁ ଜାହିର କରିବାକୁ ଯଥେଷ୍ଟ ଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story