‘ସରକାର-୩’ରେ ସୁଟିଂ କାମ ଆରମ୍ଭ କଲେ ୟାମି ଗୌତମ

ମୁମ୍ବାଇ: ଅଭିନେତ୍ରୀ ୟାମି ଗୌତମ ଫିଲ୍ମନିର୍ମାତା ରାମଗୋପାଲ ବର୍ମାଙ୍କ ‘ସରକାର-୩’ରେ ସୁଟିଂ କାମ ଆରମ୍ଭ କରି ଦେଲେଣି। ଫିଲ୍ମରେ ୟାମି ଏକ ଭଲ ଚରିତ୍ରରେ ନଜର ଆସିବେ। ଏପରି ଭୂମିକା ସେ ପ୍ରଥମ ଥର କରୁଛନ୍ତି ଓ ଏଥିପାଇଁ ସେ ଖୁବ୍‌ ଉତ୍ସାହିତ ବୋଲି ୟାମି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଜଣେ କଳାକାର ହିସାବରେ ସେ ନିଜର ଛବିକୁ ବିଭିନ୍ନ ଫିଲ୍ମମରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ଚାହାନ୍ତି। ତେବେ ଏହି ଫିଲ୍ମ ବ୍ୟତୀତ […]

yami-gautam

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 05:38 PM IST

ମୁମ୍ବାଇ: ଅଭିନେତ୍ରୀ ୟାମି ଗୌତମ ଫିଲ୍ମନିର୍ମାତା ରାମଗୋପାଲ ବର୍ମାଙ୍କ ‘ସରକାର-୩’ରେ ସୁଟିଂ କାମ ଆରମ୍ଭ କରି ଦେଲେଣି। ଫିଲ୍ମରେ ୟାମି ଏକ ଭଲ ଚରିତ୍ରରେ ନଜର ଆସିବେ। ଏପରି ଭୂମିକା ସେ ପ୍ରଥମ ଥର କରୁଛନ୍ତି ଓ ଏଥିପାଇଁ ସେ ଖୁବ୍‌ ଉତ୍ସାହିତ ବୋଲି ୟାମି କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଜଣେ କଳାକାର ହିସାବରେ ସେ ନିଜର ଛବିକୁ ବିଭିନ୍ନ ଫିଲ୍ମମରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ଚାହାନ୍ତି। ତେବେ ଏହି ଫିଲ୍ମ ବ୍ୟତୀତ ସେ ସଂଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ‘କାବୀଲ’ରେ ଅଭିନେତା ହ୍ରିତିକ୍‌ଙ୍କ ସହ ଦେଖାଯିବେ।

Related story