‘ବାବୁଜି ଜାରା ଧୀରେ ଚଲୋ’ ପରେ ଚର୍ଚ୍ଚାରେ ୟାନା ଗୁପ୍ତା: ଭାଇରାଲ୍‌ ହେଲା ବିବାଦୀୟ ଫୋଟ

ମୁମ୍ବାଇ: ଆଇଟମ ଗାର୍ଲ ୟାନା ଗୁପ୍ତା ବଲିଉଡରେ ଏଣ୍ଟ୍ରି କରୁ କରୁ ନିଜର ଦବ୍‌ଦବା ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ଅଭିନିତ ‘ଦମ’ ସିନେମାର ଗୀତ ବାବୁଜୀ ଜରା ଧୀରେ ଚଲୋ ଅନେକ ଲୋକପ୍ରିୟତା ହାସଲ କରିଥିଲା। ସେହି ଗୀତର ଏକ ଦୃଶ୍ୟରେ ସେ ମଇଁଷି ଉପରେ ବସି ଆସିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ଏହି  ଅନ୍ଦାଜ ଅନେକଙ୍କୁ ପସନ୍ଦ ଆସିଥିଲା। ସେହି ଗୀତ ଟି ତାଙ୍କୁ ଏତେ ଲୋକପ୍ରିୟତା କରାଇଥିଲା ଯେ ବଲିଉଡର ଟପ୍ […]

yanna sangeeta

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 07:31 PM IST

ମୁମ୍ବାଇ: ଆଇଟମ ଗାର୍ଲ ୟାନା ଗୁପ୍ତା ବଲିଉଡରେ ଏଣ୍ଟ୍ରି କରୁ କରୁ ନିଜର ଦବ୍‌ଦବା ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ଅଭିନିତ ‘ଦମ’ ସିନେମାର ଗୀତ ବାବୁଜୀ ଜରା ଧୀରେ ଚଲୋ ଅନେକ ଲୋକପ୍ରିୟତା ହାସଲ କରିଥିଲା। ସେହି ଗୀତର ଏକ ଦୃଶ୍ୟରେ ସେ ମଇଁଷି ଉପରେ ବସି ଆସିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ଏହି  ଅନ୍ଦାଜ ଅନେକଙ୍କୁ ପସନ୍ଦ ଆସିଥିଲା। ସେହି ଗୀତ ଟି ତାଙ୍କୁ ଏତେ ଲୋକପ୍ରିୟତା କରାଇଥିଲା ଯେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ସହ ସେ ସମକକ୍ଷ ହୋଇପାରିଥିଲେ। ଆଜି ସେ ସିନେମା ଦୁନିଆରୁ ଦୂରରେ ଥିଲେ ମଧ୍ୟ ତାଙ୍କର ଷ୍ଟାର ଭାଲ୍ୟୁ ଏବେ ବି କମିନାହିଁ।

ୟାନା ମାତ୍ର ୧୬ ବର୍ଷ ବୟସରେ ମଡ୍‌ଲିଙ୍ଗ୍‌ ଓ ବିଜ୍ଞାପନ ଆଦିରେ ନଜରକୁ ଆସିଥିଲେ। ସେ ବଡ ପରଦା ବ୍ୟତିତ ଅନେକ ଟିଭି ଶୋରେ ମଧ୍ୟ ଦେଖିବାକୁ ମିଳିଥାନ୍ତି। ସର୍ବଦା ଚର୍ଚ୍ଚାରେ ରହୁଥିବା ୟାନା ନିକଟରେ ବିବାଦୀୟ ହୋଇପଡିଛନ୍ତି। ସେ ଏକ କାର୍ଯ୍ୟକ୍ରମକୁ ଯିବା ସମୟରେ ଅନ୍ତବସ୍ତ୍ର ପିନ୍ଧି ନ ଥିଲେ ଏବଂ ଏହି ଫୋଟଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଯାହାକୁ ନେଇ ସେ ଅନେକ ସଫେଇ ମଧ୍ୟ ଦେଇସାରିଛନ୍ତି କିନ୍ତୁ ଏବେ ଲୋକମାନଙ୍କ ମଧ୍ୟରେ ସେହି ଫୋଟ ଭାଇରାଲ ହୋଇଚାଲିଛ। ସେ ୨୦୦୧ରେ ସତ୍ୟକାମ ଗୁପ୍ତାଙ୍କୁ ବିବାହ କରିଥିଲେ। ଏବଂ ପରେ  ୨୦୦୫ ରେ ସେମାନେ ଅଲଗା ହୋଇଯାଇଥିଲେ। ୟାନା ଏବେ ଚଳଚ୍ଚିତ୍ର ଜଗତରୁ ଦୂରରେ ଥିଲେ ମଧ୍ୟ ସେ ମ୍ୟୁଜିକ୍‌ ଜଡିତ ରହିଛନ୍ତି।

Related story