‘ୟେ ରିସ୍ତା କ୍ୟାୟା କହଲାତା ହୈ’ର ଋଷିକେଶ ଶୁଟିଂକୁ ନେଇ  ଶିବାଙ୍ଗୀ ଯୋଶୀ ଉତ୍ସାହିତ

ମୁମ୍ୱାଇ: ଅଭିନେତ୍ରୀ  ଶିବାଙ୍ଗୀ ଜୋଶୀଙ୍କୁ ‘ୟେ ରିସ୍ତା କ୍ୟାୟା କହଲାତା ହୈ’ରେ ନାୟରା ଚରିତ୍ରରେ ଦେଖିବାକୁ ମିଳିବ। ଏହି ଧାରାବାହିକରେ ଆଗକୁ ଆସୁଥିବା ସିନ୍ ଋଷିକେଶରେ ସୁଟିଂ ହୋଇଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ଶିବାଙ୍ଗୀ କହିଛନ୍ତି। ତାଙ୍କ ପିଲା ଦିନ ଏଠାରେ କଟିଛି। ଶିବାଙ୍ଗୀ କହିଛନ୍ତି,“ଋଷିକେଶ ମୋ’ ପାଇଁ ଘର ସଦୃଶ କାରଣ ମୁଁ ସେହି ଅଞ୍ଚଳର। ଦୀର୍ଘ ଦିନ ଧରି ସଫଳତାର ସହ ଚାଲିଥିବା ଏହି ଧାରାବାହିକରେ ଅଂଶ ଗ୍ରହଣ କରିବା ମୋ’ […]

shivangi-joshi

shivangi-joshi

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 09:24 AM IST

Sports

Latest News

ମୁମ୍ୱାଇ: ଅଭିନେତ୍ରୀ  ଶିବାଙ୍ଗୀ ଜୋଶୀଙ୍କୁ ‘ୟେ ରିସ୍ତା କ୍ୟାୟା କହଲାତା ହୈ’ରେ ନାୟରା ଚରିତ୍ରରେ ଦେଖିବାକୁ ମିଳିବ। ଏହି ଧାରାବାହିକରେ ଆଗକୁ ଆସୁଥିବା ସିନ୍ ଋଷିକେଶରେ ସୁଟିଂ ହୋଇଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ଶିବାଙ୍ଗୀ କହିଛନ୍ତି। ତାଙ୍କ ପିଲା ଦିନ ଏଠାରେ କଟିଛି।

ଶିବାଙ୍ଗୀ କହିଛନ୍ତି,“ଋଷିକେଶ ମୋ’ ପାଇଁ ଘର ସଦୃଶ କାରଣ ମୁଁ ସେହି ଅଞ୍ଚଳର। ଦୀର୍ଘ ଦିନ ଧରି ସଫଳତାର ସହ ଚାଲିଥିବା ଏହି ଧାରାବାହିକରେ ଅଂଶ ଗ୍ରହଣ କରିବା ମୋ’ ପାଇଁ ବଡ଼ ଗର୍ବର କଥା। ମୁଁ ଏବେ ସୁଟିଂ ପାଇଁ ପୁଣି ଥରେ ସେହି ସ୍ଥାନକୁ ଯାଉଛି। ମୋ’ ସହ କଳାକାରଙ୍କୁ ମୋ’ ଅନ୍ଦାଜ୍‌ରେ ଋଷିକେଶ ଦେଖାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story