ଯୋଗ କରୁଛନ୍ତି କପିଲ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଅପକମିଂ ଫିଲ୍ମର ସୁଟିଂ ପଞ୍ଜାବରେ କରୁଛନ୍ତି। ତେବେ ଅଭିନୟରେ ନିଜକୁ ଫିଟ୍‌ ରଖିବାକୁ କପିଲ ଏବେ ବହୁତ ପରିଶ୍ରମ କରୁଛନ୍ତି। ବିଶେଷ କରି କପିଲ ଯୋଗ ଓ ବିଭିନ୍ନ ପ୍ରକାରର ବ୍ୟାୟାମ କରିବା ଆରମ୍ଭ କରି ଦେଇଛନ୍ତି। ଏହାର ଲାଭ ମଧ୍ୟ କପିଲ ପାଇଛନ୍ତି। କିଛିଦିନ ହେବ ସେ ପୂର୍ବ ଅପେକ୍ଷା ସେ ଅଧିକ ଫିଟ୍‌ ଦେଖାଯାଉଛନ୍ତି। କପିଲ ଇଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ […]

Kapil-Sharma

Rakesh Mallick
  • Published: Friday, 23 December 2016
  • , Updated: 24 December 2016, 01:49 PM IST

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଅପକମିଂ ଫିଲ୍ମର ସୁଟିଂ ପଞ୍ଜାବରେ କରୁଛନ୍ତି। ତେବେ ଅଭିନୟରେ ନିଜକୁ ଫିଟ୍‌ ରଖିବାକୁ କପିଲ ଏବେ ବହୁତ ପରିଶ୍ରମ କରୁଛନ୍ତି। ବିଶେଷ କରି କପିଲ ଯୋଗ ଓ ବିଭିନ୍ନ ପ୍ରକାରର ବ୍ୟାୟାମ କରିବା ଆରମ୍ଭ କରି ଦେଇଛନ୍ତି।

ଏହାର ଲାଭ ମଧ୍ୟ କପିଲ ପାଇଛନ୍ତି। କିଛିଦିନ ହେବ ସେ ପୂର୍ବ ଅପେକ୍ଷା ସେ ଅଧିକ ଫିଟ୍‌ ଦେଖାଯାଉଛନ୍ତି।

କପିଲ ଇଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଯୋଗ କରୁଥିବା ଦେଖିବାକୁ ମିଳୁଛି।

Related story