'ହେ ଗୁଗଲ' ଏବେ ଗୁଗଲ ବି ଓଡ଼ିଆ କହିବ

୨୦୧୫ରୁ ଗୁଗଲ ଭାଷା ସୂଚୀରେ ଯୋଡ଼ାଯାଇଥିବା ଓଡ଼ିଆ ଶେଷରେ ୨୬ ତାରିଖରେ ଗୁଗଲ ଟ୍ରାନ୍ସଲେଟରେ ଉପଲବ୍ଧ ହୋଇଛି। ଗୁଗଲ ପକ୍ଷରୁ ଏକ ଛୋଟ ବ୍ଲଗ୍‌ ଦ୍ୱାରା ସାର୍ ଆଇଯାକ କାଜୱେଲ ଲେଖିଲେ ଯେ ଗୁଗଲ ଟ୍ରାନ୍ସଲେଟରେ ଆମ ମାତୃଭାଷା ଓଡ଼ିଆ ସମେତ ୫ଟି ଭାଷା ଯୋଡ଼ି ହୋଇଛି। ଲୋକମାନେ ପୂର୍ବରୁ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି କି, ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା […]

srinibas

srinibas

Subrat Kumar Nayak
  • Published: Friday, 28 February 2020
  • Updated: 28 February 2020, 05:05 PM IST

Sports

Latest News

୦୧୫ରୁ ଗୁଗଲ ଭାଷା ସୂଚୀରେ ଯୋଡ଼ାଯାଇଥିବା ଓଡ଼ିଆ ଶେଷରେ ୨୬ ତାରିଖରେ ଗୁଗଲ ଟ୍ରାନ୍ସଲେଟରେ ଉପଲବ୍ଧ ହୋଇଛି। ଗୁଗଲ ପକ୍ଷରୁ ଏକ ଛୋଟ ବ୍ଲଗ୍‌ ଦ୍ୱାରା ସାର୍ ଆଇଯାକ କାଜୱେଲ ଲେଖିଲେ ଯେ ଗୁଗଲ ଟ୍ରାନ୍ସଲେଟରେ ଆମ ମାତୃଭାଷା ଓଡ଼ିଆ ସମେତ ୫ଟି ଭାଷା ଯୋଡ଼ି ହୋଇଛି।

ଲୋକମାନେ ପୂର୍ବରୁ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି କି, ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ସାରିଛି। କିନ୍ତୁ କ’ଣ ପାଇଁ ଏପର୍ଯ୍ୟନ୍ତ ଗୁଗଲ ହେଉ କିମ୍ବା ଗୁଗଲ ଟ୍ରାନ୍ସଲେଟ୍‌ରେ ଓଡ଼ିଆ ଭାଷା ସ୍ଥାନ ପାଉନି? ବହୁତ ଲୋକ ଓ ନେତା ଏ କଥା କହି କାନ୍ଦି ଥାଆନ୍ତି ସତ ହେଲେ କ୍ଵଚିତ ଲୋକଙ୍କ ଆଖିରୁ ଲୁହ ଗଡ଼େ! ଓଡ଼ିଆ ଭାଷା ୪ କୋଟି ଲୋକଙ୍କର ମାତୃଭାଷା ଓ ଓଡ଼ିଶାର ପାଖାପାଖି ତଥା ପଡ଼ୋଶୀ ରାଜ୍ୟରେ ମଧ୍ୟ କୁହାଯାଏ।

ସମସ୍ତେ ସିନା ପ୍ରଶ୍ନ କରିଦିଅନ୍ତି, ହେଲେ କେହି କେବେବି ଜାଣିବାକୁ ଚେଷ୍ଟା କରନ୍ତିନିକି କଣ ପାଇଁ ଗୁଗଲ ଓଡ଼ିଆ ଭାଷାକୁ ଯୋଡୁ ନାହିଁ। ପ୍ରଥମ କଥା ହେଲା, ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟରେ ଓଡ଼ିଆ ଭାଷାରେ ଲିଖିତ ଅଧିକ କଣ୍ଟେଣ୍ଟ ନାହିଁ। ତ ଗୁଗଲ ଏ ଭାଷାକୁ ବୁଝିବବା କେମିତି ବା ନିଜ ପୃଷ୍ଠା ରେ ଯୋଡ଼ିବ କେମିତି? କଣ୍ଟେଣ୍ଟ ଥିଲେ ସିନା ସେ ଅନୁବାଦ କରିବ, ନଥିଲେ କେମିତି କରିବ! ଆଉ କଣ୍ଟେଣ୍ଟ ଲେଖି ଇଣ୍ଟରନେଟରେ ଛାଡ଼ିଲେ ସିନା କେହି ପାଇବ! ଯେଉଁମାନେ ନିଜ ମାତୃଭାଷା ଓଡ଼ିଆରେ ବାହାର ରାଜ୍ୟରେ ନିଜ ଲୋକଙ୍କ ସହ କଥା ହେଉନାହାନ୍ତି, ସେମାନଙ୍କ ଠାରୁ ଯଦି ଆମେ ଆଶା କରିବାକି ଭାଷା ବଞ୍ଚିବାକୁ ସେମାନେ କିଛି କରିବେ, ତେବେ ଏହା ଦିନ ବେଳା ସ୍ୱପ୍ନ ଦେଖିବା ସହ ତୁଳନା କରାଯାଇ ପାରେ। ନା ଆମ ରାଜ୍ୟ ସରକାର ଏହା ପାଇଁ ତତ୍ପରତା ଦେଖାଉଛନ୍ତି ନାଁ ଆମ ଲୋକ ମାନେ!

ଆଉ ଯେଉଁ କିଛି ଲୋକ ଚାହୁଁଛନ୍ତି କିଛି କରିବାକୁ ସେମାନଙ୍କ ଭିତରୁ କେତେକଙ୍କୁ ମୋବାଇଲ ହେଉ ବା କମ୍ପ୍ୟୁଟରରେ ଓଡ଼ିଆରେ ଟାଇପ କରିପାରୁ ନାହାନ୍ତି। କିନ୍ତୁ ଏବେ କମ୍ପ୍ୟୁଟର ଓ ମୋବାଇଲରେ ଓଡ଼ିଆ ଟାଇପ୍‌ କରିବା ସହଜ ହୋଇଯାଇଛି ଏବଂ ଟାଇପ୍‌ କରିବାପାଇଁ ଯଥେଷ୍ଟ ସଂଖ୍ୟାରେ ବିଭିନ୍ନ ଆପ୍ଲିକେସନ୍‌ ମଧ୍ୟ ଉପଲବ୍ଧ ହେଲାଣି।

ବର୍ତ୍ତମାନ ବିଶେଷ କରି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସମ୍ବାଦ ପରିବେଷଣ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ କରିଲେଣି। ଆଉ ଫେସବୁକ ଓ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ଲୋକମାନେ ଓଡ଼ିଆ ଭାଷାରେ ଅନେକ କଥା ଲେଖା ଲେଖି ଆରମ୍ଭ କରିଲେଣି, ଯାହା ଫଳରେ ଅଳ୍ପ ବହୁତ ଓଡ଼ିଆ କଣ୍ଟେଣ୍ଟ ଇଣ୍ଟରନେଟରେ ମିଳିଲାଣି। ହେଲେ ଇଣ୍ଟରନେଟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଯଦି କେହି ମଙ୍ଗ ଧରିଥାନ୍ତି, ତେବେ ସେ ହେଉଛି ଓଡ଼ିଆ ଉଇକିପିଡ଼ିଆ।

୨୬ ତାରିଖରେ ଯେବେ ଏ କଥାଟି ପ୍ରକାଶ ପାଇଲା ଯେ, ଗୁଗଲ ଟ୍ରାନ୍ସଲେଟରେ ଓଡ଼ିଆ ଉପଲବ୍ଧ ହେଲାଣି, ତେବେ ସମସ୍ତେ ଅନୁବାଦ କରିବାକୁ ଲାଗି ପଡ଼ିଲେ, ହେଲେ ସମସ୍ତେ ଏ ସୁବିଧା ପାଇ ପାରିଲେ ନାହିଁ ଓ ଏବେ ସୁଦ୍ଧା ଆପ୍ ରେ ଏହା ଉପଲବ୍ଧ ନୁହେଁ। କେବଳ ୱେବ ଭର୍ଜନରେ ହିଁ ଉପଲବ୍ଧ।
କାରଣ କମ୍ପାନୀର କଥା ଅନୁସାରେ ଏହା ଏକ ଗ୍ରାଜୁଆଲ ରୋଲ ଆଉଟ୍‌। ମାନେ ପ୍ରଥମ ଦିନରେ ସମସ୍ତେ ବ୍ୟବହାର କରିବାକୁ ପାଇବେନି। ଧୀରେ ଧୀରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଏହା ବେଟା ଷ୍ଟେଜରେ ରହିଛି, ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନାହିଁ। ଏହା ଯେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ, ତା'ର ପରବର୍ତ୍ତୀ ଆପ୍ ଅପଡେଟ ପରେ ଯାଇ ଆପ୍ ରେ କାର୍ଯ୍ୟ ସମ୍ପାଦନ କରିବ।

ଏହା କେବଳ ଯେ କେହି କହିବା ଦ୍ୱାରା କି ଚାପ ପକାଇବା ଦ୍ୱାରା ସମ୍ଭବ ହୋଇନାହିଁ। ଏହା ଲାଗି ଗୁଗଲ ଟ୍ରାନ୍ସଲେଟ କମ୍ୟୁନିଟିରେ ବହୁ ଲୋକ ବିନା ପାରିଶ୍ରମିକରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ସେମାନଙ୍କ ବିନା ପରିଶ୍ରମରେ ଆଜି ଏସବୁ କେବେବି ସମ୍ଭବ ହୋଇ ପାରିନଥାନ୍ତା।

ଏହାର ସାହାଯ୍ୟ ଦ୍ୱାରା ଆମେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପାଇବା। ଯେମିତିକି ଧରି ନିଆଯାଉ ଆପଣ ଚୀନରେ ଅଛନ୍ତି, ହେଲେ ସେଠାକାର ଭାଷା ଆପଣ ଜାଣିନାହାନ୍ତି, ସେ ସମୟରେ ଗୁଗଲ ଲେନ୍ସ ସାହାଯ୍ୟରେ କୌଣସି ଏକ ଲିପିକୁ ସ୍କାନ କରି ଆପଣ ତାକୁ ଓଡ଼ିଆ ଭାଷାକୁ ଅନୁବାଦ କରି ବୁଝିପାରିବେ। ସେହିପରି ଭଏସ୍‌ ରେକଗନାଇଜେସନ୍‌ ଓ ସ୍ପିଚ୍‌ ଡିଟେକ୍ସନ୍‌ ଦ୍ୱାରା ଆହୁରି ଲାଭ ଆମେ ୟା ଦ୍ୱାରା ନେଇପାରିବା।

ବହୁତ ଶୀଘ୍ର କୌଣସି ପ୍ରକାରର ଡକ୍ୟୁମେଣ୍ଟ ଫାଇଲ ହେଉ ବା ସାଇଟକୁ ବହୁତ ଶୀଘ୍ର ଆମେ ଅନୁବାଦ କରିପାରିବା। ବିଭିନ୍ନ ଅନୁବାଦକ ମାନେ ୟାକୁ ଗୋଟିଏ ଆସିଷ୍ଟାଣ୍ଟ ରୂପେ ମଧ୍ୟ ବ୍ୟବହାର କରି ପାରିବେ। କିଛି ଅନୁବାଦ ଭୁଲ ଦେଖାଇ ପାରେ, ଏଣୁ ସେ ସମୟରେ ଟ୍ରାନ୍ସଲେଟ କମ୍ୟୁନିଟିକୁ ପ୍ରକୃତ ଅନୁବାଦକୁ ଆମେ ସଜେଷ୍ଟ କରିପାରିବା।

ଆଉ ଜାଣି ରଖିବାରେ ଅଛିଯେ ଏହା କେବଳ ଏକ ଅନୁବାଦକ ରୂପୀ ଏକ ଯନ୍ତ୍ର ମାତ୍ର। ଏହା ପାଖରୁ କେବେବି ୧୦୦% ଅନୁବାଦର ଶୁଦ୍ଧତା ଆଶା କରାଯାଇ ନପାରେ। ହେଲେ ଗୋଟିଏ ଶବ୍ଦ କିମ୍ବା ଗୋଟିଏ ବାକ୍ୟର ଅର୍ଥ ସଙ୍ଗେ ସଙ୍ଗେ ଜାଣିବାକୁ ଏହା ଠାରୁ ଆଉ ଭଲ କିଛି ହୋଇ ନପାରେ। ଏବଂ ପରିଶେଷରେ ଆଉ ଏକ କଥା ବାକି ରହିଲା। ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କିଛି ଲୋକ କହୁଛନ୍ତି କି ଏହା ଦ୍ୱାରା ଗୁଗଲ କମ୍ପାନୀ ତଥ୍ୟ ଚୋରି କରିବ। ଯାହାକି ସମ୍ପୂର୍ଣ୍ଣ ବିଭ୍ରାନ୍ତିକର କଥା। ସେପରି କିଛି ହୋଇଥିଲେ ଏପରି ଜିନିଷ କିଛି ରହି ହିଁ ନଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story