ମୋ ବଂଶ ବୁଡାଇଦେଲା ଏ ମଣିଷ.. | Birds Cryaing ~ Odisha Reporter
ସଂଧ୍ୟାରେ ମାଆ ଥଣ୍ଟରେ ଖାଦ୍ୟ ଆଣି ଉଡି ଆସିଥିଲା । କାଠ କୁଟାର ବସାରେ ସମସ୍ତେ ବାଣ୍ଟିକୁଣ୍ଟି ଖାଇଥିଲେ । ଆଉ ଡାକିଜୁକି ହୋଇ ଅଚିନ୍ତାରେ ଶୋଇପଡିଥିଲେ । ହେଲେ ରାତି ଅଧରେ ଗଛଟା ଥରିବାକୁ ଲାଗିଥିଲା । ମାଆ ଆଖି ଖୋଲି ଦେଖିଲା ବେଳକୁ ପାଖରେ ନଥିଲେ ତାର କୁନି କୁନି ସନ୍ତକ । କିଚିରି – ମିଚିର ଶବଦ ଭିତରେ ଶୁଭୁଥାଏ ବଞ୍ଚିବାର କାନ୍ଦଣା । ବିକଟାଳ ରଡି ଆଉ ବେଦନାପୂର୍ଣ୍ଣ ଡାକ । କୁନି ଦେହଟା ଉପରେ କାହାର ବଡ଼ ଡାଳ ଲଦି ହୋଇଯାଇତ । ଆଉ କିଏ ଅନ୍ଧାର ରାତିରେ କ୍ଷତାକ୍ତ ଅବସ୍ଥାରେ ପଡିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
