ଥମୁନି ଇସ୍ରାଏଲ-ହମାସ ବିବାଦ, ପ୍ରତି ଚାରି ଗାଜାବାସୀଙ୍କ ମଧ୍ୟରେ ଜଣେ ଭୋକରେ ରହୁଛନ୍ତି

ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗାଜାର 23 ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ 85% ଲୋକ ସ୍ଥାନାନ୍ତର ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଭୋକରେ ରହୁନ୍ତି।

File Photo

ଫାଇଲ ଫଟୋ

Debibandita Barick
  • Published: Tuesday, 23 January 2024
  • Updated: 23 January 2024, 10:30 AM IST

Sports

Latest News

ପଣବନ୍ଦୀଙ୍କୁ ମୁକ୍ତ କରିବା ଦାବିରେ କିଛି ଦିନର ଯୁଦ୍ଧ ବିରତି ପରେ ପୁଣି ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ। ହମାସ ଉପରେ ସମ୍ପୂର୍ଣ୍ଣ ବିଜୟ ନ ହେବା ପର୍ଯ୍ୟନ୍ତ ଏହିପରି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଏହାରି ମଧ୍ୟରେ ହମାସ ସଂଗଠନ ଲୁଚି ରହୁଥିବା ଗାଜା ଷ୍ଟ୍ରିପ୍ ଉପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ୍।

ଏଥିରେ 50ରୁ ଊର୍ଦ୍ଧ୍ୱ ଗାଜାବାସୀଙ୍କ ମୃତ୍ୟୁ ଘଟିଛି। ଗାଜାରେ ରହୁଥିବା ଲୋକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ ସେନା ପରାମର୍ଶ ଦେଇଛି। ଫଳରେ ଅନେକ ଲୋକ ଗାଜାର ଦକ୍ଷିଣ ଅଞ୍ଚଳକୁ ସ୍ତାନାନ୍ତର ହେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। କିଏ ପାଦରେ ଚାଲି ଚାଲି ତ, ଆଉ କିଏ ଗାଡିରେ କିମ୍ବା ଗଧ ବୋହି ନେଇଯାଉଥିବା ଡାଲାରେ ଆସବାବ ପତ୍ର ଭର୍ତ୍ତି କରି ସ୍ଥାନାନ୍ତର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Also Read

ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗାଜା ବାସିନ୍ଦା। ଏଯାବତ୍ ଗାଜାର 23 ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ 85% ଲୋକ ସ୍ଥାନାନ୍ତର ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଭୋକରେ ରହୁନ୍ତି।

ଗତ ବର୍ଷ ଅକ୍ଟୋବର 7ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ଫଳରେ 1200 ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ 250 ଲୋକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ। ଏହାର ପାଲଟା ଜବାବରେ ଏବେ ବି ଯୁଦ୍ଧ ଜାରି ରଖିଛି ଇସ୍ରାଏଲ। ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା 25 ହଜାରରୁ ଅଧିକ ପାଲେଷ୍ଟାଇନବାସୀ ମୃତ୍ୟୁ ମୁଖରେ ପଡି ସାରିଲେଣି। 

ସେପଟେ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ସମସ୍ତ ପଣବନ୍ଦୀ ମୁକ୍ତ ଏବଂ ହମାସ ଉପରେ ବିଜୟ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରିରହିବ। ତେବେ ଏ ବିବାଦ କେବେ ଥମୁଛି, ତା ଉପରେ ସମସ୍ତଙ୍କ ନଜର। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story