ଦିଲ୍ଲୀ:ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ସନ୍ତୁଳିତ ଯୋଗ ବହୁ ଦୂରାରୋଗ୍ୟ ରୋଗ୍ୟରୁ ଦୂର କରିଥାଏ । କିନ୍ତୁ ଏହା ଯଦି ଅସନ୍ତୁଳିତ ହୁଏ ତେବେ ଏହାର କୁପ୍ରଭାବ ମଣିଷ ଉପରେ ଅତ୍ୟଧିକ ଭାବେ ପଡିଥାଏ। ଏହାର ପ୍ରଭାବ ସିଧାସଳକ ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପଡିଥାଏ । ମଣିଷକୁ ପଙ୍ଗୁମଧ୍ୟ କରିଦେବାର ଆଶଙ୍କ ମଧ୍ୟ ରହିଛି । ତେଣୁ ଏହାକୁ ନିୟମାନୁସାରେ କରାଯିବା ଦରକାର।
ଯୋଗ କରିବାର ଉଚିତ ସମୟ,ଖାଦ୍ୟଗ୍ରହଣ,ଦିନଚର୍ଯ୍ୟା ଓ ଉଚିତ ପରିବେଶ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ସକାଳେ ଯେଉଁ ପରିମାଣରେ ଯୋଗାଭ୍ୟାସ କରାଯାଇଛି ସମାଅନୁପାତରେ ମଧ୍ୟ ସନ୍ଧ୍ୟାରେ କରିବା ଦରକାର। ଏହାଦ୍ୱାରା ଆମ ଶରୀର ଉପରେ ପ୍ରଭାପ ପଡିବ ନାହିଁ। ବିଶେଷ ଭାବେ ଗର୍ଭାବସ୍ଥା,ହୃଦ ସମ୍ବନ୍ଧୀୟ ରୋଗ, ରକ୍ତହୀନତା ପରି ରୋଗ ହୋଇଥିଲେ ଯୋଗ କରିବା ଅନୁଚିତ। ଯୋଗକୁ ଧୀରେଧୀରେ ଅଭ୍ୟାସ କରିବା ଉଚିତ। ହଠାତ୍ ବଡ ବଡ ଆସନ କରିବା ଅନୁଚିତ। ଯୋଗାଚ୍ଚାର୍ଯ୍ୟଙ୍କ ଉପସ୍ଥିତି ହିଁ ଯୋଗାଭ୍ୟାସ ପାଇଁ ଅତ୍ୟନ୍ତ ଦରକାରୀ ବୋଲି ଏକ ଗବେଷଣାରୁ ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।

National
ପତ୍ନୀଙ୍କ ପରକୀୟା ପ୍ରୀତି ପରେ ହିଂସା ନୁହେଁ ପ୍ରେମକୁ ସମ୍ମାନ ଦେଲେ ବବଲୁ
ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।