ଭିଟାମିନ-ଇ କମ୍ ରହିଲେ ହୋଇପାରେ ବ୍ରେନ୍ ଡ୍ୟାମେଜ

ୱାସିଂଟନ:ଆପଣଙ୍କ ଶରୀରରେ ଭିଟାମିନ୍ ଇ କମ୍ ଅଛି କି? ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । କାରଣ ଶରୀରରେ ଏହି ଭିଟାମିନ- ଇ କମ୍ ଥିଲେ ବ୍ରେନ୍ ଡ୍ୟାମେଜ ହେବାର ଆଶଙ୍କା ଅଧିକ ରହିଛି । ଭିଟାମିନ-ଇ ସିଧାସଳଖ ଆମ ଶରୀରର ଚର୍ମ, ଆଖି ଏବଂ ଆମ ଶରୀରର ଥିବା ଆମିନୁ୍ୟ ସିଷ୍ଟମକୁ ସୁରକ୍ଷା ଦେଇଥାଏ । ଏହି ଭିନାମିନ-ଇ ଆମ ଶରୀରରେ କମ୍ ହେଲେ ଏହି ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ତେଣୁ ଏହି […]

brain

brain

Rakesh Mallick
  • Published: Wednesday, 15 April 2015
  • Updated: 27 April 2017, 05:28 PM IST

ୱାସିଂଟନ:ଆପଣଙ୍କ ଶରୀରରେ ଭିଟାମିନ୍ ଇ କମ୍ ଅଛି କି? ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । କାରଣ ଶରୀରରେ ଏହି ଭିଟାମିନ- ଇ କମ୍ ଥିଲେ ବ୍ରେନ୍ ଡ୍ୟାମେଜ ହେବାର ଆଶଙ୍କା ଅଧିକ ରହିଛି । ଭିଟାମିନ-ଇ ସିଧାସଳଖ ଆମ ଶରୀରର ଚର୍ମ, ଆଖି ଏବଂ ଆମ ଶରୀରର ଥିବା ଆମିନୁ୍ୟ ସିଷ୍ଟମକୁ ସୁରକ୍ଷା ଦେଇଥାଏ ।

ଏହି ଭିନାମିନ-ଇ ଆମ ଶରୀରରେ କମ୍ ହେଲେ ଏହି ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ତେଣୁ ଏହି ଭିଟାମିନ-ଇ ଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଆମ ଖାଦ୍ୟ ସାରଣୀରେ ସାମିଲ କରିବା ଦରକାର । ଭିଟାମିନ-ଇ ଥିବା ବାଦାମ,ଶାଗ,ରନ୍ଧା କଖାରୁ ଜାତୀୟ ଖାଦ୍ୟ,ବ୍ରୋକୋଲି,ମାଛ,ଚିଙ୍ଗୁଡି ଜାତୀୟ ଖାଦ୍ୟ ଉପରେ ଧ୍ୟାନ ଦିଆଯିବା ଦରକାର । ଏହି ଗବେଷଣା କରିଛି ଆମେରିକାର ଏକ ଘରୋଇ ଅନୁଷ୍ଠାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos