ଲଣ୍ଡନ: ପ୍ରଥମ ଥର ହୃଦଘାତରେ ଶିକାର ହୋଉଥିବା ରୋଗୀଙ୍କୁ ୬୦ ମିନିଟ ମଧ୍ୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଅସମୟରେ ହୃଦଗାତରେ ଶିକାର ହେଉଥିବା ରୋଗୀଙ୍କୁ ମଧ୍ୟ ବଞ୍ଚାଯାଇ ପାରିବ । ଏହିପରି ଏକ ନୂତନ ପଦ୍ଧତି ଆବିଷ୍କୃତ ହୋଇଛି । ନିକଟରେ ଏନେଇ ୧୦୦୦ଜଣ ରୋଗୀଙ୍କୁ ନେଇ କ୍ଲିନିକାଲ ଟ୍ରାଏଲ କରାଯାଇଛି ।
ସେଥିରେ ୪ଜଣରୁ ୩ଜଣଙ୍କୁ ଏହି ପଦ୍ଧତ୍ତି ମଧ୍ୟମରେ ବଞ୍ଚାଯାଇପାରୁଛି । ଏହି ପଦ୍ଧତି ଆମ ରକ୍ତମଧ୍ୟରେ ଥିବା କାରଡିକ୍ ଟ୍ରୋଫିନିନ ଟି ଲେଭେଲକୁ ପରୀକ୍ଷା କରିଥାଏ । ଏହାର ସଦ୍ୟ ପରୀକ୍ଷଣ ଜଣେ ପାଇଲଟଙ୍କଠାରେ କରାଯାଇଥିଲା । ଏହି ଚିକିତ୍ସା ପଦ୍ଧତିକୁ ହାଇ ସେନ୍ସିଟିଭ୍ କାରର୍ଡିକ ଟ୍ରୋଫିନିନ୍ ଟି-୧ ଆୱାର ଆଲଗାରିଦିମ ନାମ ଦିଆଯାଇଛି ।
ଏହି ପଦ୍ଧତି ସ୍ୱିଜରଲ୍ୟାଣ୍ଡର ୟୁନିଭରସିଟି ହସ୍ପିଟାଲ ବାସେଲ୍ସରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଉଛି । ଏହିା ସଫଳ ହେଲେ ବିଶ୍ୱର ବ୍ୟାପୀ ଏହି ପଦ୍ଧତିକୁ ଅନୁସରଣ କରାଯିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।