ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ପଦ୍ଧତି,୬୦ ମିନିଟରେ ଜଣାପଡିବ ହୃଦଘାତ

ଲଣ୍ଡନ: ପ୍ରଥମ ଥର ହୃଦଘାତରେ ଶିକାର ହୋଉଥିବା ରୋଗୀଙ୍କୁ ୬୦ ମିନିଟ ମଧ୍ୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଅସମୟରେ ହୃଦଗାତରେ ଶିକାର ହେଉଥିବା ରୋଗୀଙ୍କୁ ମଧ୍ୟ ବଞ୍ଚାଯାଇ ପାରିବ । ଏହିପରି ଏକ ନୂତନ ପଦ୍ଧତି ଆବିଷ୍କୃତ ହୋଇଛି । ନିକଟରେ ଏନେଇ ୧୦୦୦ଜଣ ରୋଗୀଙ୍କୁ ନେଇ କ୍ଲିନିକାଲ ଟ୍ରାଏଲ କରାଯାଇଛି । ସେଥିରେ ୪ଜଣରୁ ୩ଜଣଙ୍କୁ ଏହି ପଦ୍ଧତ୍ତି ମଧ୍ୟମରେ ବଞ୍ଚାଯାଇପାରୁଛି । ଏହି ପଦ୍ଧତି ଆମ ରକ୍ତମଧ୍ୟରେ ଥିବା କାରଡିକ୍ ଟ୍ରୋଫିନିନ ଟି […]

heart

heart

Rakesh Mallick
  • Published: Wednesday, 15 April 2015
  • Updated: 27 April 2017, 05:28 PM IST

Sports

Latest News

ଲଣ୍ଡନ: ପ୍ରଥମ ଥର ହୃଦଘାତରେ ଶିକାର ହୋଉଥିବା ରୋଗୀଙ୍କୁ ୬୦ ମିନିଟ ମଧ୍ୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଅସମୟରେ ହୃଦଗାତରେ ଶିକାର ହେଉଥିବା ରୋଗୀଙ୍କୁ ମଧ୍ୟ ବଞ୍ଚାଯାଇ ପାରିବ । ଏହିପରି ଏକ ନୂତନ ପଦ୍ଧତି ଆବିଷ୍କୃତ ହୋଇଛି । ନିକଟରେ ଏନେଇ ୧୦୦୦ଜଣ ରୋଗୀଙ୍କୁ ନେଇ କ୍ଲିନିକାଲ ଟ୍ରାଏଲ କରାଯାଇଛି ।
ସେଥିରେ ୪ଜଣରୁ ୩ଜଣଙ୍କୁ ଏହି ପଦ୍ଧତ୍ତି ମଧ୍ୟମରେ ବଞ୍ଚାଯାଇପାରୁଛି । ଏହି ପଦ୍ଧତି ଆମ ରକ୍ତମଧ୍ୟରେ ଥିବା କାରଡିକ୍ ଟ୍ରୋଫିନିନ ଟି ଲେଭେଲକୁ ପରୀକ୍ଷା କରିଥାଏ । ଏହାର ସଦ୍ୟ ପରୀକ୍ଷଣ ଜଣେ ପାଇଲଟଙ୍କଠାରେ କରାଯାଇଥିଲା । ଏହି ଚିକିତ୍ସା ପଦ୍ଧତିକୁ ହାଇ ସେନ୍ସିଟିଭ୍ କାରର୍ଡିକ ଟ୍ରୋଫିନିନ୍ ଟି-୧ ଆୱାର ଆଲଗାରିଦିମ ନାମ ଦିଆଯାଇଛି ।

ଏହି ପଦ୍ଧତି ସ୍ୱିଜରଲ୍ୟାଣ୍ଡର ୟୁନିଭରସିଟି ହସ୍ପିଟାଲ ବାସେଲ୍ସରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଉଛି । ଏହିା ସଫଳ ହେଲେ ବିଶ୍ୱର ବ୍ୟାପୀ ଏହି ପଦ୍ଧତିକୁ ଅନୁସରଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story