ସ୍ୱାସ୍ଥ୍ୟ ପାଇଁ ହିତକର ଦେଶୀ ଘିଅ

ଦିଲ୍ଲୀ: ଦେଶୀ ଘିଅ ଦେହ ପ୍ରତି ଅତ୍ୟନ୍ତ ହିତକର । ଏହା ଶରୀରକୁ ଶକ୍ତି ଯୋଗାଇବା ସହ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଶରୀରରେ ଥିବା ଅଦରକାରୀ ଜୀନିଷକୁ ବାହାରକୁ ବାହାର କରିଥାଏ । ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା, ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ । ଏହା ସହ ଆମ ଶରୀର ଥିବା ମାଂସପେଷୀକୁ ମଧ୍ୟ ଶକ୍ତ କରିଥାଏ । ଯଦି ବା କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ […]

ghee

ghee

Rakesh Mallick
  • Published: Wednesday, 15 April 2015
  • Updated: 14 September 2021, 01:36 PM IST

Sports

Latest News

ଦିଲ୍ଲୀ: ଦେଶୀ ଘିଅ ଦେହ ପ୍ରତି ଅତ୍ୟନ୍ତ ହିତକର । ଏହା ଶରୀରକୁ ଶକ୍ତି ଯୋଗାଇବା ସହ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଶରୀରରେ ଥିବା ଅଦରକାରୀ ଜୀନିଷକୁ ବାହାରକୁ ବାହାର କରିଥାଏ । ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା, ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ । ଏହା ସହ ଆମ ଶରୀର ଥିବା ମାଂସପେଷୀକୁ ମଧ୍ୟ ଶକ୍ତ କରିଥାଏ । ଯଦି ବା କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ ।  ତେବେ ଏହା ଶରୀର ପ୍ରତି ବେଶୀ ପ୍ରଭାବିତ କରିନ ଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଦେଶୀ ଘିଅରେ ଭିଟାମିନ ଏ, ଡି, ଇ, ଏବଂ କେ ଭରପୁର ରହିଛି ।  ତେବେ ଆପଣ ଯଦି କୌଣସି ହୃଦଘାତ ଜନିତ ଅବା  ମେଦବହୁଳ ରୋଗରେ ଆକ୍ରାନ୍ତ ତେବେ ଏହି ଦେଶୀ ଘିଅକୁ ଖାଦ୍ୟରୁ ଏଡେଇବା ଆବଶ୍ୟକ । ସେହିପରି ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୧୦ରୁ ୧୫ ଗ୍ରାମ ଘିଅ ଖାଇବା ଭଲ । ତେଣୁ ଦେଶୀ ଘିଅକୁ ଆମ ପ୍ରତିଦିନ ଖାଦ୍ୟ ସାରଣୀରେ ସାମିଲ କରାଗଲେ ଭଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story