ନିୟମିତ ଖାଉଥିଲେ ସାବଧାନ ରୁହନ୍ତୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳଖିଆ ଦୋକାନକୁ ଗଲେ ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଦୋସା। କାହାକୁ ମସାଲା ଦୋସା ତ କାହାକୁ ପନିର୍‌ ଦୋସା ପସନ୍ଦ। କିଛି ଲୋକ ଭାବିଥାନ୍ତି, ଏଥିରେ କମ୍‌ ତେଲ ଦିଆଯାଉଛି, ତେଣୁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। କିନ୍ତୁ ଆପଣ ସେମିତି ଭାବନ୍ତୁନି। ଦୋସା ଖାଉଥିଲେ ଟିକେ ସାବଧାନ ଥିବେ। ଏହା କ୍ଷତିକାରକ ମଧ୍ୟ ହୋଇପାରେ। ନେଡିଗୁଡ କହୁଣୀକୁ ବହିବା ଆଗରୁ ସଚେତନ ହୁଅନ୍ତୁ। ଆପଣ ଭାବୁଥିବେ ଏ ପାରମ୍ପରିକ ଖାଦ୍ୟଟିରେ […]

vyu

vyu

Mihir Pattnayak
  • Published: Tuesday, 01 January 2019
  • Updated: 01 January 2019, 02:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳଖିଆ ଦୋକାନକୁ ଗଲେ ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଦୋସା। କାହାକୁ ମସାଲା ଦୋସା ତ କାହାକୁ ପନିର୍‌ ଦୋସା ପସନ୍ଦ। କିଛି ଲୋକ ଭାବିଥାନ୍ତି, ଏଥିରେ କମ୍‌ ତେଲ ଦିଆଯାଉଛି, ତେଣୁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। କିନ୍ତୁ ଆପଣ ସେମିତି ଭାବନ୍ତୁନି। ଦୋସା ଖାଉଥିଲେ ଟିକେ ସାବଧାନ ଥିବେ। ଏହା କ୍ଷତିକାରକ ମଧ୍ୟ ହୋଇପାରେ। ନେଡିଗୁଡ କହୁଣୀକୁ ବହିବା ଆଗରୁ ସଚେତନ ହୁଅନ୍ତୁ।

ଆପଣ ଭାବୁଥିବେ ଏ ପାରମ୍ପରିକ ଖାଦ୍ୟଟିରେ ଏମିତି କ’ଣ ଅସୁବିଧା ଅଛି ବୋଲି।

ଗବେଷଣାରୁ ଜଣାପଡ଼ିଛି ଯେ, ଜଣେ ସୁସ୍ଥ ଲୋକକୁ ସାରା ଦିନ ଯେତିକି କ୍ୟାଲୋରୀ ଖାଦ୍ୟସାର ଆବଶ୍ରକ, ଗୋଟିଏ ମସାଲା ଦୋସା ତାହାର ଅଧା କ୍ୟାଲୋରୀ ଯୋଗାଇଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏକା ସହିତ ଏତେ ମାତ୍ରାରେ କ୍ୟାଲେରୀ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ଖରାପ।

ଏହି ଗବେଷଣାରେ ବେଙ୍ଗାଲୁରୁରେ ବିକ୍ରି କରାଯାଉଥିବା ମସଲା ଦୋସାର କ୍ୟାଲୋରୀ କାଉଣ୍ଟ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି, ଏଥିରେ ୧୦୨୩ କ୍ୟାଲୋରୀ ରହିଛି। ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦୈନିକ ୨୨୦୦ କ୍ୟାଲୋରୀ ଖାଦ୍ୟସାର ଆବଶ୍ୟକତା ରହିଛି। ଏହି ଗବେଷଣାର ଫଳାଫଳ କିଛି ଦିନ ପୂର୍ବରୁ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଏହି ଗବେଷଣାରେ ଭାରତ, ବ୍ରାଜିଲ୍‌, ଚୀନ୍‌, ଫିନ୍‌ଲ୍ୟାଣ୍ଡ ଏବଂ ଘାନାର ଫାଷ୍ଟଫୁଡ୍‌ ରେସ୍ତେରାଁରେ ପରଷା ଯାଉଥିବା ଡିଶ୍‌ର କ୍ୟାଲୋରୀ କାଉଣ୍ଟ କରାଯାଇଥିଲା। ଏହି ଗବେଷଣା ପ୍ରଫେସର ରେବେକା ଲିଡ୍‌ କରିଥିଲେ। ରେବେକା କୁହନ୍ତି – “ଆମେ ନିୟମିତ ଯାହା ଖାଇଥାଉ, ସେଥିରେ ୬୦୦ କିଲୋ କ୍ୟାଲୋରୀରୁ ଅଧିକ କ୍ୟାଲୋରୀ କଣ୍ଟେଣ୍ଟ ରହିବା ଉଚିତ ନୁହେଁ।”

ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଫୁଲ୍‌ ସର୍ଭିସ୍‌ ରେସ୍ତୋରାଁରେ ପରଷା ଯାଇଥିବା ୯୪ ପ୍ରତିଶତ ଖାଦ୍ୟ ଏବଂ ଫାଷ୍ଟ ସର୍ଭିସ୍‌ ରେସ୍ତୋରାଁରେ ପରଷା ଯାଉଥିବା ୭୪ ପ୍ରତିଶତ ଖାଦ୍ୟରେ କ୍ୟାଲୋରୀ ମାତ୍ରା ୬୦୦ କିଲୋ କ୍ୟାଲୋରୀରୁ ଅଧିକ ରହିଛି। ଗବେଷଣାର ଫଳାଫଳ ଫୁଡ୍‌ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ ସହିତ ଶେୟାର କରାଯାଇଛି। ଏଥିସହିତ ରେସ୍ତୋରାଁରେ ବିକ୍ରି ହେଉଥିବା ଖାଦ୍ୟରେ କ୍ୟାଲୋରୀ ମାତ୍ରା ଲେଖିବା ବାଧ୍ୟତାମୂଳକ କରିବା ଲାଗି ନିବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story