ଓଜନ କମ୍‌ କରିବା ପାଇଁ ଖାଆନ୍ତୁ ‘ଯଅ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଜିକାଲି ଲୋକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି।  ଏହି ସବୁ ଖାଦ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ଦୁର୍ବଳ କରିବା ସହିତ ଶରୀରର କ୍ଷତି କରିଥାଏ। ଏସବୁ ସମସ୍ୟାରୁ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ‘ଯଅ’ କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଯଅ ରେ ଫାଇବର୍‌, ଭିଟାମିନ୍‌, ମିନେରାଲ୍‌ସ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ବ୍ୟତୀତ […]

g-999

g-999

Tapas Behera
  • Published: Thursday, 25 October 2018
  • Updated: 25 October 2018, 12:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଜିକାଲି ଲୋକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି।  ଏହି ସବୁ ଖାଦ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ଦୁର୍ବଳ କରିବା ସହିତ ଶରୀରର କ୍ଷତି କରିଥାଏ। ଏସବୁ ସମସ୍ୟାରୁ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ‘ଯଅ’ କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଯଅ ରେ ଫାଇବର୍‌, ଭିଟାମିନ୍‌, ମିନେରାଲ୍‌ସ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି।
ଏହା ବ୍ୟତୀତ ଯଦି ଯଅ ପାଣି ଆପଣଙ୍କ ଶରୀରକୁ ହାଇଡ୍ରେଟ୍‌ କରି ରଖିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥ ନଷ୍ଟ ହୋଇ ଯାଇଥାଏ।
ଯଅରେ ଥିବା ଫାଇବର୍‌ ଡାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ସୁସ୍ଥ ରଖିଥାଏ। ଏହା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ। ଯଅ ରେ ଥିବା ସାଲ୍ୟୁବଲ୍‌ ଫାଇବର୍‌ ସହଜରେ ପାଣିରେ ଶରୀରରୁ ଶକ୍ତି ପ୍ରଦାନ କରିଥାଏ। ମହିଳାମାନେ ପ୍ରତିଦିନ ୨୮ ଗ୍ରାମ୍‌ ଏବଂ ପୁରୁଷ ୩୮ ଗ୍ରାମ୍ ଯଅ ଖାଇବା ଉଚିତ୍‌।
ଏଥିରେ ଫ୍ୟାଟ୍‌ ଓ ସୁଗାର୍‌ କମ୍‌ ମାତ୍ରାରେ ରହିଛି।

ଏଥିରେ ଥିବା ସାଲ୍ୟୁବଲ୍‌ ଫାଇବର୍‌ ପାକସ୍ଥଳୀରେ ଫ୍ୟାଟ୍‌କୁ ଏକତ୍ରିତ ହେବାକୁ ଦେଇନଥାଏ। ସେଥିପାଇଁ ପ୍ରତିଦିନ ଦୁଇରୁ ତିନି ଗ୍ଲାସ୍‌ ଯଅ ପାଣି ପିଇଲେ ଶରୀରର ଓଜନ ବଢ଼ିବ ନାହିଁ।
ଯଅରେ ଥିବା ଭିଟାମିନ୍‌, ମିନେରାଲସ୍‌ ଏବଂ କ୍ୟାଲ୍‌ସିୟମ୍‌ ହାଡ଼କୁ ମଜବୁତ୍ କରିଥାଏ। ଏହାକୁ ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା କମ୍‌ ଥାଏ। ଯଅରେ କ୍ଷୀର ତୁଳନାରେ ୧୧ ଗୁଣା ଅଧିକ କ୍ୟାଲ୍‌ସିୟମ୍‌ ରହିଛି।
ଯଅ ଶରୀରରେ ବ୍ଲଡ୍‌ ପ୍ରେସର୍‌ ଏବଂ କୋଲେଷ୍ଟ୍ରଲ୍‌ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଅଧିକ ପରିମାଣରେ ଯଅ ଖାଇଲେ ହୃଦ୍‌ଘାତ ହେବାର ଆଶଙ୍କା କମ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏହା ସହିତ ଯଅ ଖାଇବା ଦ୍ୱାରା ୟୁରିନ୍‌ ଇନ୍‌ଫେକ୍‌ସନ୍‌ ମଧ୍ୟ ହୋଇ ନ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story