ଆପଣଙ୍କର ରକ୍ତ କମିଯାଉଛି କି? ଖାଆନ୍ତୁ ଏଇ ଫଳ

ଡାଳିମ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ବଡ଼ ଉପଯୋଗୀ। ଡାଳିମ୍ୱରେ ଭିଟାମିନ ଭରପୂର ମାତ୍ରାରେ ରହିଛି। କୁହାଯାଏ ନିୟମିତ ଭାବେ ସକାଳେ ଡାଳିମ୍ୱ ଖାଇଲେ  ଅନେକ ରୋଗରୁ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଡାଳିମ୍ୱରେ ଥିବା ଔଷଧୀୟ ଗୁଣ ଓ ଏଥିରୁ ମିଳୁଥିବା ଫାଇଦା ସଂପର୍କରେ। ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ ଡାଳିମ୍ୱ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼େ। ଏଥିରେ ଏପରି ଗୁଣ ରହିଥାଏ ଯାହା ବ୍ୟାକ୍ଟେରିଆ ଓ ଭୂତାଣୁ ସହ ଲଢ଼ି ଭୟନାକ […]

dalimba

dalimba

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 04:06 AM IST

Sports

Latest News

ଡାଳିମ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ବଡ଼ ଉପଯୋଗୀ। ଡାଳିମ୍ୱରେ ଭିଟାମିନ ଭରପୂର ମାତ୍ରାରେ ରହିଛି। କୁହାଯାଏ ନିୟମିତ ଭାବେ ସକାଳେ ଡାଳିମ୍ୱ ଖାଇଲେ  ଅନେକ ରୋଗରୁ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଡାଳିମ୍ୱରେ ଥିବା ଔଷଧୀୟ ଗୁଣ ଓ ଏଥିରୁ ମିଳୁଥିବା ଫାଇଦା ସଂପର୍କରେ।

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ

ଡାଳିମ୍ୱ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼େ। ଏଥିରେ ଏପରି ଗୁଣ ରହିଥାଏ ଯାହା ବ୍ୟାକ୍ଟେରିଆ ଓ ଭୂତାଣୁ ସହ ଲଢ଼ି ଭୟନାକ ରୋଗରୁ ଆମକୁ ବଞ୍ଚାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଡାଳିମ୍ବ ଖାଆନ୍ତୁ।

ହଜମ କ୍ରିୟା ଭଲ ହୁଏ

ଡାଳିମ୍ୱରେ ଏପରି ଏନ୍‌ଜାଇମ୍ ଅଛି ଯାହା ଲିଭରକୁ ଠିକ୍ ରଖିବାରେ ସାହାଯ୍ୟ କରେ।  ଏଥିରେ ଫାଇବର ଭରପୂର ମାତ୍ରାରେ ଥିବାରୁ  ହଜମ କ୍ରିୟାକୁ ଠିକ୍‌ ରଖିଥାଏ।

ଉଚ୍ଚ ରକ୍ତଚାପକୁ ସାମାନ୍ୟ କରେ

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ତା’ହେଲେ ଆପଣ ଗୋଟିଏ ଗ୍ଲାସ୍‌ ଡାଳିମ୍ବ ରସରେ କଳା ଲୁଣ ମିଶାଇ ପିଅନ୍ତୁ। ଏପରି କଲେ ରକ୍ତଚାପ ସାମାନ୍ୟ ହୋଇଥାଏ। ଯଦି କେତେବେଳେ ହଠାତ୍ ରକ୍ତଚାପ ବଢ଼ିଯାଉଛି, ତା’ହେଲେ ଏହି ଉପାୟ ଅବଲମ୍ବନ କରନ୍ତୁ। ଦେଖିବେ ଅଳ୍ପ ସମୟ ମଧ୍ୟରେ ରକ୍ତଚାପ ସାମାନ୍ୟ ହୋଇଯିବ। ଡାଳିମ୍ବ ରସ ରକ୍ତକୁ ପତଳା ରଖେ। ଏହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ଡାଳିମ୍ବରେ ଭିଟାମିନ ସି ଓ ନାଇଟ୍ରିକ୍ ଅକ୍‌ସାଇଡ୍ ଭରପୂର ମାତ୍ରାରେ ରହିଛି।

ସୁଗାର ସ୍ତରକୁ ନିୟନ୍ତ୍ରଣ କରେ

ଯେଉଁମାନେ ମଧୁମେହ ରୋଗର ଶିକାର ହୁଅନ୍ତି, ସେମାନଙ୍କୁ ଡାକ୍ତର ଡାଳିମ୍ବ ଖାଇବାକୁ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଫ୍ରୁକ୍ଟୋଜ୍‌ ରହିଛି ଯାହା ଶରୀରର ସୁଗାର ସ୍ତରକୁ ବଢ଼ିବାକୁ ଦିଏ ନାହିଁ।

dalimb1ରକ୍ତ ବଢ଼େ

ଶରୀରରେ ରକ୍ତର ପରିମାଣ କମିଯାଇଥିଲେ ପ୍ରତିଦିନ ସକାଳେ ଡାଳିମ୍ବ ଖାଆନ୍ତୁ। ଏହା ରକ୍ତାଭାବକୁ ଦୂର କରେ। ଏହା ସହିତ ଡାଳିମ୍ବ ଏନିମିଆ ରୋଗକୁ ମୂଳରୁ କାଢ଼ି ଫୋପାଡ଼ିବାରେ ସାହାଯ୍ୟ କରେ।

ହୃତପିଣ୍ଡକୁ ସୁସ୍ଥ ରଖେ

ସମସ୍ତ ପ୍ରକାର ହୃଦ୍‌ରୋଗ ପାଇଁ ଏହା ବିଶେଷ ଉପକାରୀ। ଯେକୌଣସି ପ୍ରକାର ହୃଦ୍‌ରୋଗ ହୋଇଥିଲେ ବି ପ୍ରତିଦିନ ଗୋଟିଏ ଗ୍ଲାସ୍ ଡାଳିମ୍ବ ରସ୍ ପିଅନ୍ତୁ।

କ୍ୟାନସର ଆଶଙ୍କାକୁ କମ୍ କରେ

ଡାଳିମ୍ବରେ ଏକ ପଦାର୍ଥ ରହିଛି ଯାହା ଶରୀରରୁ ଟକ୍ସିସ୍‌କୁ ବାହାର କରିବାରେ ସାହାଯ୍ୟ କରେ। ଏହା ସହିତ ଏହା ଡବ୍ଲ୍ୟୂବିସିକୁ ମଜଭୁତ ରଖେ। ଏହା କ୍ୟାନସର ଆଶଙ୍କାକୁ କମ୍ କରାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story