କ୍ୟାନ୍‌ସରଠାରୁ ଦୂରେଇ ରଖେ ଅଦା

ଅଦାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସୁସ୍ଥ ଶରୀର ପାଇଁ ବେଶ ଉପକାରୀ।  ତେବେ ଆସନ୍ତୁ ଜାଣିବା ଅଦାକୁ କେମିତି ବ୍ୟବହାର କରି ଖାଇଲେ ଆମ ଶରୀରରେ କ’ଣ ସବୁ ଫାଇଦା ମିଳିଥାଏ। ଅଦାରେ ଇମ୍ୟୁନିଟି କ୍ଷମତା ଅଧିକ ଥାଏ । ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।ସେହିପରି ଅଦା ଖାଇବା ଦ୍ୱାରା ହୃଦ୍‌ରୋଗ ସମସ୍ୟାରୁ ସୁରକ୍ଷା ମିଳିଥାଏ । ଅଦାରେ ଆଇରନ୍‌ ଭାଗ […]

h-vv

h-vv

Tapas Behera
  • Published: Wednesday, 24 October 2018
  • Updated: 24 October 2018, 03:41 PM IST

Sports

Latest News

ଅଦାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସୁସ୍ଥ ଶରୀର ପାଇଁ ବେଶ ଉପକାରୀ।  ତେବେ ଆସନ୍ତୁ ଜାଣିବା ଅଦାକୁ କେମିତି ବ୍ୟବହାର କରି ଖାଇଲେ ଆମ ଶରୀରରେ କ’ଣ ସବୁ ଫାଇଦା ମିଳିଥାଏ।

ଅଦାରେ ଇମ୍ୟୁନିଟି କ୍ଷମତା ଅଧିକ ଥାଏ । ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।ସେହିପରି ଅଦା ଖାଇବା ଦ୍ୱାରା ହୃଦ୍‌ରୋଗ ସମସ୍ୟାରୁ ସୁରକ୍ଷା ମିଳିଥାଏ । ଅଦାରେ ଆଇରନ୍‌ ଭାଗ ରହିଛି । ଫଳରେ ଆଇରନ୍‌ ଅଭାବରୁ ହେଉଥିବା ଆନେମିଆରୁ ଏହା ରକ୍ଷା କରିଥାଏ। ପାଚନକ୍ରିୟାକୁ କ୍ରିୟାଶୀଳ କରିଥାଏ ଅଦା। ସେଥିପାଇଁ ପ୍ରତିଦିନ ଭୋଜନରେ ଅଦାକୁ ସାମିଲ କରିବା ଉଚି୍ତ୍। ଖାଲି ପେଟରେ ଅଦା ଜୁସ୍‌ ପିଇଲେ ଗଳା ଦରଜ, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟରଲ ଓ କ୍ୟାନ୍‌ସର ଭଳି ମାରାତ୍ମକ ରୋଗଠୁ ନିଜକୁ ଦୂରେଇ ରଖି ହେବ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଭାରି ଲାଭଦାୟକ। କାରଣ ଏହା ଶରୀରରେ ଗ୍ଲୁକୋଜ୍‌ର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ସୁଗାର ସ୍ତର ବଢି ନ ଥାଏ। ଅଦାରେ ଫସଫରସ୍‌ ଥାଏ।  ତେଣୁ ଦାନ୍ତ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଅଦା ଖାଇଲେ ଏହା ଦାନ୍ତକୁ ମଜଭୁତ୍ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story