ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଏ ଏହି ସବୁ ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପ୍ରାୟ ସମସ୍ତେ ନିଜ ପିଲାଙ୍କ କ୍ୟାରିଅର୍‌କୁ ନେଇ ଚିନ୍ତିତ। ଅଧିକାଂଶ ଚାହାଁନ୍ତି, ସେମାନଙ୍କ ପିଲା ଭଲ ପାଠ ପଢ଼ୁ। ସେଥିପାଇଁ ପିଲାଙ୍କ ପରୀକ୍ଷା ପାଖେଇ ଆସିଲେ, ପିଲାମାନଙ୍କ ସହ ସେମାନଙ୍କ ବାପା ମା’ଙ୍କ ଚିନ୍ତା ବି ବଢ଼ିଯାଏ। ତେବେ ଅନେକ ପିଲା ଅଛନ୍ତି, ଯେଉଁମାନେ ପଢ଼ିଥିବା ପାଠ ଅଧିକ ସମୟ ଯାଏ ମନେ ରଖିପାରନ୍ତି ନାହିଁ। ଏହାର କରଣ, ସେମାନଙ୍କର ସ୍ମରଣ ଶକ୍ତି ଅପେକ୍ଷାକୃତ କମ୍‌ ଥାଏ। ତେଣୁ ପିଲାଙ୍କୁ ଏମିତି ଖାଦ୍ୟ ଖାଇବାକୁ […]

mmm

mmm

Chinmayee Roy
  • Published: Friday, 07 December 2018
  • Updated: 07 December 2018, 08:46 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପ୍ରାୟ ସମସ୍ତେ ନିଜ ପିଲାଙ୍କ କ୍ୟାରିଅର୍‌କୁ ନେଇ ଚିନ୍ତିତ। ଅଧିକାଂଶ ଚାହାଁନ୍ତି, ସେମାନଙ୍କ ପିଲା ଭଲ ପାଠ ପଢ଼ୁ। ସେଥିପାଇଁ ପିଲାଙ୍କ ପରୀକ୍ଷା ପାଖେଇ ଆସିଲେ, ପିଲାମାନଙ୍କ ସହ ସେମାନଙ୍କ ବାପା ମା'ଙ୍କ ଚିନ୍ତା ବି ବଢ଼ିଯାଏ। ତେବେ ଅନେକ ପିଲା ଅଛନ୍ତି, ଯେଉଁମାନେ ପଢ଼ିଥିବା ପାଠ ଅଧିକ ସମୟ ଯାଏ ମନେ ରଖିପାରନ୍ତି ନାହିଁ। ଏହାର କରଣ, ସେମାନଙ୍କର ସ୍ମରଣ ଶକ୍ତି ଅପେକ୍ଷାକୃତ କମ୍‌ ଥାଏ। ତେଣୁ ପିଲାଙ୍କୁ ଏମିତି ଖାଦ୍ୟ ଖାଇବାକୁ ଦେବା ଉଚିତ୍‌, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ସେମାନଙ୍କ ସ୍ମରଣ ଶକ୍ତିକୁ ବଢ଼ାଇ ଥାଏ। ଆଜି ଆମ ଆପଣଙ୍କୁ ଏରକି କିଛି ଫଳ ସମ୍ପର୍କରେ କହିବୁ, ଯାହା ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି କରେ।

କଦଳୀ: କଦଳୀରେ ପୋଟାସିୟମ୍‌ର ମାତ୍ରା ଅଧିକ ଥାଏ। ଏହାଦ୍ୱାରା ପିଲାଙ୍କ ବୁଦ୍ଧି ତୀକ୍ଷ୍‌ଣ ହୋଇଥାଏ। କଦଳୀ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟରକୁ ଉତ୍ତେଜିତ କରେ। ଏହା ସହ କଦଳୀରେ ଥିବା ଆଇରନ୍‌ ଶରୀରକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବଢ଼ାଇଥାଏ।

ସେଓ: ଇଂରାଜୀରେ କୁହାଯାଇଛି ଯେ ‘AN APPLE  A  DAY, KEEPS DOCTOR AWAY’। ସେଓ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଫଳ। ଏହା ସ୍ମରଣ ଶକ୍ତି ବୃଦ୍ଧିରେ ମଧ୍ୟ ବେଶ୍ ସହାୟକ ହୋଇଥାଏ। ସେଓ ମସ୍ତିଷ୍କରେ ମେମୋରୀ ପାୱାର୍‌ ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟାଇଲ୍‌କୋଲିନ (neurotransmitter acetylcholine)କୁ ସମତୁଲ ରଖେ। ଫଳରେ ସେଓ ଖାଇବା ଦ୍ୱାରା ପିଲାଙ୍କ ସ୍ମୃତି ଶକ୍ତି ବଢ଼ିଥାଏ।

କମଳା: କମଳା ମଧ୍ୟ ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ପାଇଁ ଏକ ଉତ୍ତମ ବିକଳ୍ପ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି' ସାଙ୍ଗକୁ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫୋଲିକ୍ ଏସିଡ୍ ମଧ୍ୟ ଥାଏ, ଯାହା ବୁଦ୍ଧିର ବିକାଶ ପାଇଁ ବେଶ୍ ସହାୟକ। ତେଣୁ କମଳା ଖାଇବା ଦ୍ୱାରା ପିଲାଙ୍କ ବୁଦ୍ଧି ତୀକ୍ଷ୍ଣ ହୋଇଥାଏ।

ଅଙ୍ଗୁର: ଅଙ୍ଗୁରରେ ଭିଟାମିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ରହିଛି। ଫଳରେ ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ପିଲାମାନଙ୍କ ମନେ ରଖିବା କ୍ଷମତା ବିକଶିତ ହୋଇଥାଏ।

ଷ୍ଟ୍ରବେରୀ: ଷ୍ଟ୍ରବେରୀରେ ଫିସେଟିନ୍‌ ନାମକ ରସାୟନ ସାମଗ୍ରୀ ରହିଛି, ଯାହା ମେମୋରୀ ପାୱାର୍‌ ବଢ଼ାଉଥିବା ସ୍ନାୟୁକୁ ଉତ୍ତେଜିତ କରିଥାଏ। ତେଣୁ ସ୍ମୃତି ଶକ୍ତି ବୃଦ୍ଧି ପାଇଁ ସପ୍ତାହରେ ୨ରୁ୩ ଥର ଷ୍ଟ୍ରବେରୀ ଖାଇବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story