ରାସନ୍କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଦେଉଛି କିଏ? କେନ୍ଦ୍ର ସରକାର ନା ରାଜ୍ୟ ସରକାର। ଟଙ୍କା ବଣ୍ଟନ ବେଳେ ଦିଆଯାଉଥିବା ରସିଦ୍କୁ ନେଇ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାସନକାର୍ଡ଼ ହିତାଧିକାରୀଙ୍କୁ ଦିଆଯାଇଥିବା ରସିଦ୍ ଉପରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଲେଖାଯାଇଛି। ତା’ ତଳେ ଲେଖାଯାଇଛି ହଜାରେ ଟଙ୍କା। ସେହି ରସିଦରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ରାସନ୍କାର୍ଡଧାରୀଙ୍କୁ ହଜାରେ ଟଙ୍କା ଦିଆଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।
Miscellaneous
ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଝୁଲିପଡ଼ିଲେ ଯୁବ ଚାଷୀ
ଅଦିନିଆ ବର୍ଷାରେ ତାଙ୍କର ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା।
Miscellaneous
କ୍ଷତିପୂରଣ ସହାୟତା ଚାଷ ଖର୍ଚ୍ଚର ଅଧା ହେଉନାହିଁ!
ରାଜ୍ୟ ସରକାର ରିଲିଫ୍ କୋଡ ଅନୁସାରେ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତଥାପି ଚାଷୀ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛି, ତାହା ବିଶେଷଜ୍ଞ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି।