ରାସନ୍କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଦେଉଛି କିଏ? କେନ୍ଦ୍ର ସରକାର ନା ରାଜ୍ୟ ସରକାର। ଟଙ୍କା ବଣ୍ଟନ ବେଳେ ଦିଆଯାଉଥିବା ରସିଦ୍କୁ ନେଇ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାସନକାର୍ଡ଼ ହିତାଧିକାରୀଙ୍କୁ ଦିଆଯାଇଥିବା ରସିଦ୍ ଉପରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଲେଖାଯାଇଛି। ତା’ ତଳେ ଲେଖାଯାଇଛି ହଜାରେ ଟଙ୍କା। ସେହି ରସିଦରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ରାସନ୍କାର୍ଡଧାରୀଙ୍କୁ ହଜାରେ ଟଙ୍କା ଦିଆଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୭ରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ
ଜିଲ୍ଲାପାଳ ସମ୍ମିଳନୀରେ ସାମିଲ ହେବା ପାଇଁ ସମସ୍ତ ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଅବଗତ କରାଇବାକୁ ମଧ୍ୟ ସଚିବମାନଙ୍କୁ କୁହାଯାଇଛି।
Miscellaneous
ଖୋଲିବ ରତ୍ନଭଣ୍ଡାର ରହସ୍ୟ: ଆଜି ହେଲା ପେନିଟ୍ରେଟିଂ ରାଡର ସର୍ଭେ
ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜିପିଆର ସର୍ଭେ।
Miscellaneous
୩ ଛାତ୍ରଛାତ୍ରୀଙ୍କୁ ତୃତୀୟ ଅରିନ୍ଦମ ଦାସ ସ୍କଲାରଶିପ୍ ପ୍ରଦାନ
ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ୩ ବର୍ଷ ହେଲା ଏହି ସ୍କଲାରଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି।
Miscellaneous
ବିବାଦରେ ତିରୁପତି ଲଡ଼ୁ
ପରୀକ୍ଷା ପରେ ଜଣାପଡ଼ିଛି ଯେ ତିରୁପତିରେ ଲଡ଼ୁ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଘିଅ ମାଛ ତେଲ,ଗୋରୁ ଓ ଘୁଷୁରି ଚର୍ବିରୁ ତିଆରି ହେଉଥିଲା।
Miscellaneous
BMC ସିଟି ଇଞ୍ଜିନିୟରଙ୍କ ଅଫିସ୍ରେ ପରିସ୍ରା କଲେ ଲୋକେ; ପ୍ରମାଣ ମାଗିଲେ ମେୟର
ପରିସ୍ରା କରିବା ଘଟଣାକୁ ବିଏମ୍ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।