କେନିଆରୁ ମିଳିଲା ସର୍ବପୁରାତନ ପଥର ହାତହତିଆର

କାଲିଫର୍ନିଆ: ଆଦିମ ମାନବମାନେ ବ୍ୟବହାର କରୁଥିବା ସର୍ବପୁରାତନ ପଥର ତିଆରି ହାତହତିଆର କେନିଆରୁ ଆବିଷ୍କୃତ ହୋଇଛି । ଏହିସବୁ ହାତହତିଆର ଆନୁମାନିକ ୩୩ ଲକ୍ଷବର୍ଷ ପୂର୍ବେ ଆଦିମ ମାନବ ମାନେ ଶିକାର ପାଇଁ ବ୍ୟବହାର କରୁଥିଲେ । ତେବେ ଏହାକୁ ନେଇ ଭୂ-ବିଜ୍ଞାନି ଓ ପ୍ରତ୍ନତତ୍ତ୍ୱବିତଙ୍କ ମଧ୍ୟରେ ଭିନ୍ନମତ ଦେଖାଦେଇଛି । ଆଉ କେତେକ ବିଶେଷଜ୍ଞଙ୍କ କହିବା କଥା ଏହି ହାତହତିଆରର ବୟସ ଜଣାପଡିଥିବା ବୟସଠାରୁ ୭୦ହଜାର ବର୍ଷ ପୁରୁଣା । ଆଉ କେତେକଙ୍କ ମତରେ, ପ୍ରକୃତ […]

sn stonetools

sn stonetools

Rakesh Mallick
  • Published: Wednesday, 15 April 2015
  • Updated: 04 May 2017, 03:45 PM IST

Sports

Latest News

କାଲିଫର୍ନିଆ: ଆଦିମ ମାନବମାନେ ବ୍ୟବହାର କରୁଥିବା ସର୍ବପୁରାତନ ପଥର ତିଆରି ହାତହତିଆର କେନିଆରୁ ଆବିଷ୍କୃତ ହୋଇଛି । ଏହିସବୁ ହାତହତିଆର ଆନୁମାନିକ ୩୩ ଲକ୍ଷବର୍ଷ ପୂର୍ବେ ଆଦିମ ମାନବ ମାନେ ଶିକାର ପାଇଁ ବ୍ୟବହାର କରୁଥିଲେ । ତେବେ ଏହାକୁ ନେଇ ଭୂ-ବିଜ୍ଞାନି ଓ ପ୍ରତ୍ନତତ୍ତ୍ୱବିତଙ୍କ ମଧ୍ୟରେ ଭିନ୍ନମତ ଦେଖାଦେଇଛି । ଆଉ କେତେକ ବିଶେଷଜ୍ଞଙ୍କ କହିବା କଥା ଏହି ହାତହତିଆରର ବୟସ ଜଣାପଡିଥିବା ବୟସଠାରୁ ୭୦ହଜାର ବର୍ଷ ପୁରୁଣା । ଆଉ କେତେକଙ୍କ ମତରେ, ପ୍ରକୃତ ବୟସ ଚିହ୍ନଟ କରିବାରେ ଏହିଭଳି ସାମଞ୍ଜସ୍ୟ ଦେଖାଦିଏ । ଏହା ବହୁ ବର୍ଷ ପୁରୁଣା ହୋଇଥିବାରୁ ଏହିପରି ତାରତମ୍ୟ ଦେଖାଦିଏ ।

ତେବେ ଏହାର ବହୁ ହଜାର ବର୍ଷପୂର୍ବରୁ ମଣିଷମାନେ ପୃଥିବୀପୃଷ୍ଠରେ ଜନ୍ମ ନେଇଥାଇପାରନ୍ତି ବୋଲି ମତପ୍ରକାଶ ପାଇଛି । ଏହି ହାତହତିଆର କେନିଆର ଇଥିପିଆର ଗୋନା ସହର ଏକ ହ୍ରଦ ନିକଟରୁ ଆବିଷ୍କୃତ କରାଯାଇଛି । ତେବେ ଏହି ହାତହତିଆରକୁ ସ୍ୱତନ୍ତ୍ର ଭାବେ ରାସାୟନିକ ପ୍ରଲେପ ଦିଆଯାଇ ମୁ୍ୟଜିୟମରେ ରଖାଯିବ । ଏଥିରୁ ପୃଥିବୀ ସମ୍ବନ୍ଧୀୟ ପରୀକ୍ଷାନିରୀକ୍ଷା କରାଯିବ । ଏହା ଆଜିର ଯୁବଗୋଷ୍ଟୀଙ୍କୁ ବେଶ ଉପାଦେୟ ହେବ ବୋଲି ମତପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story