ତାମିଲନାଡୁ ଉପନିର୍ବାଚନରେ ଜୟାଙ୍କ ବିପୁଳ ବିଜୟ

ଚେନ୍ନାଇ : ତାମିଲନାଡୁର ରାଧାକ୍ରୀଷ୍ଣ ନଗର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି ଜୟଲଳିତା। ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ସେମାନଙ୍କ ସମର୍ଥନ ଜଣାଇଛନ୍ତି ଏଆଇଏଡିଏମକେର ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ। ଜୟଲଳିତା ତାଙ୍କ ନିଟକତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସି. ମହେନ୍ଦ୍ରନଙ୍କୁ ୧ଲକ୍ଷ ୫୦ହଜାର ୭୨୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଜୟଲଳିତା ୧ଲକ୍ଷ ୬୦ହଜାର ୪୩୨ ଭୋଟ ପାଇଥିବାବେଳେ ସି ମହେନ୍ଦ୍ରନ୍ ପାଇଛନ୍ତି ମାତ୍ର ୯ହଜାର ୭୧୦ ଭୋଟ। […]

jayalalita

jayalalita

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 11:36 AM IST

Sports

Latest News

ଚେନ୍ନାଇ : ତାମିଲନାଡୁର ରାଧାକ୍ରୀଷ୍ଣ ନଗର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି ଜୟଲଳିତା। ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ସେମାନଙ୍କ ସମର୍ଥନ ଜଣାଇଛନ୍ତି ଏଆଇଏଡିଏମକେର ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ। ଜୟଲଳିତା ତାଙ୍କ ନିଟକତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସି. ମହେନ୍ଦ୍ରନଙ୍କୁ ୧ଲକ୍ଷ ୫୦ହଜାର ୭୨୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଜୟଲଳିତା ୧ଲକ୍ଷ ୬୦ହଜାର ୪୩୨ ଭୋଟ ପାଇଥିବାବେଳେ ସି ମହେନ୍ଦ୍ରନ୍ ପାଇଛନ୍ତି ମାତ୍ର ୯ହଜାର ୭୧୦ ଭୋଟ। ନିର୍ବଚନରେ ବିଜୟ ପରେ ତାମିଲନାଡୁ ରାଜ୍ୟପାଳ କେ. ରୋଷୟା ଜୟଲଳିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆମ୍ମାଙ୍କ ବିପୁଳ ବିଜୟ ପରେ ତାଙ୍କ ଘର ଓ ଏଆଇଡିଏମକେ ମୁଖ୍ୟାଳୟ ସମ୍ମୁଖରେ ହଜାର ହଜାର ସମର୍ଥକ ବିଜୟ ଉତ୍ସବ ପାଳନ କରିଥିଲେ । କର୍ଛମୀମାନେ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଥିଲା । ରାଧାକ୍ରୀର୍ଷ୍ଣ ନିର୍ବାଚନ ମଣ୍ଡଳୀରେ ବିପୁଳ ବିଜୟ ପରେ ଜୟଲଳିତା ତାଙ୍କ ହଜାର ହଜାର ଦଳୀୟ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ନିର୍ବିବଚନ ସହ ରାଜ୍ୟରେ ହୋଇଥିବା ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ଏଆଇଡିଏମକେର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଆୟବର୍ହିହୃତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଥିବା ଜୟଲଳିତା ହାଇକୋର୍ଟରେ ଅପିଲ କରିଥିଲେ । ସେଠାରେ ସେ ନିର୍ଦ୍ଦୋଶରେ ଖଲାସ ହେବା ପରେ ପୁଣି  ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story