ପୁଣି ପୃଥିଵୀକୁ ଖସିବ ଚୀନ୍ ସ୍ପେସ୍ ଷ୍ଟେସନ୍

ବେଜିଂ- ପୁଣି ପୃଥିବୀ ପୃଷ୍ଠକୁ ଖସିବ ଚାଇନିଜ୍ ସ୍ପେସ୍ ଷ୍ଟେସନ୍। ଏନେଇ ଚୀନ୍ ଯୋଜନା ଆରମ୍ଭ କରିସାରିଥିବାବେଳେ ଆସନ୍ତା ଜୁଲାଇ ୨୦୧୯ରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୬ ମାସ ତଳେ ଏଭଳି ସ୍ଥିତି ଉପୁଜିଥିଲା ଯେତେବେଳେ ଚୀନ୍‌ର ପ୍ରଥମ ସ୍ପେସ୍ ଲ୍ୟାବ୍‌ ଟିଆନ୍‌ଗଙ୍ଗ୍-୧ କକ୍ଷଚ୍ୟୁତ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଗତ ଏପ୍ରିଲ ମାସରେ ଟିଆନ୍‌ଗଙ୍ଗ୍-୧ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଖସିଥିଲା। ମହାସାଗରରେ ପଡ଼ିବା ଆଗରୁ ବାୟୁମଣ୍ଡଳ ସହିତ ସଂସ୍ପର୍ଶରେ ଆସି […]

BBNGjjD

BBNGjjD

Sampad Mahapatra
  • Published: Sunday, 30 September 2018
  • Updated: 30 September 2018, 03:14 PM IST

Sports

Latest News

ବେଜିଂ- ପୁଣି ପୃଥିବୀ ପୃଷ୍ଠକୁ ଖସିବ ଚାଇନିଜ୍ ସ୍ପେସ୍ ଷ୍ଟେସନ୍। ଏନେଇ ଚୀନ୍ ଯୋଜନା ଆରମ୍ଭ କରିସାରିଥିବାବେଳେ ଆସନ୍ତା ଜୁଲାଇ ୨୦୧୯ରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୬ ମାସ ତଳେ ଏଭଳି ସ୍ଥିତି ଉପୁଜିଥିଲା ଯେତେବେଳେ ଚୀନ୍‌ର ପ୍ରଥମ ସ୍ପେସ୍ ଲ୍ୟାବ୍‌ ଟିଆନ୍‌ଗଙ୍ଗ୍-୧ କକ୍ଷଚ୍ୟୁତ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ଗତ ଏପ୍ରିଲ ମାସରେ ଟିଆନ୍‌ଗଙ୍ଗ୍-୧ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଖସିଥିଲା। ମହାସାଗରରେ ପଡ଼ିବା ଆଗରୁ ବାୟୁମଣ୍ଡଳ ସହିତ ସଂସ୍ପର୍ଶରେ ଆସି ବିସ୍ଫୋରଣ ହେବାରୁ ସ୍ପେସ୍ ଲ୍ୟାବ୍‌ଟିର ସିଂହଭାଗ ଜଳିଯାଇଥିଲା। ସେହିଭଳି ୨୦୧୬ ମସିହା ସେପ୍ଟେମ୍ବର ୧୬ରେ ମହାକାଶକୁ ଯାଇଥିବା ଟିଆନ୍‌ଗଙ୍ଗ୍-୨ ଆସନ୍ତା ୨୦୧୯ ଜୁଲାଇ ଯାଏ କକ୍ଷରେ ରହିପାରିବ ଏବଂ ଏହାପରେ କକ୍ଷଚ୍ୟୁତ ହୋଇ ଅନିୟନ୍ତ୍ରିତ ହୋଇଥିବା କାରଣରୁ ଏହାକୁ ଫେରାଇଆଣିବାକୁ ହେବ ବୋଲି ଚୀନ୍‌ର ଜଣେ ସ୍ପେସ୍ ଅଧିକାରୀ ସୂଚନା ଦେଇଛନ୍ତି।

ପୂର୍ବଥର ଟିଆନ୍‌ଗଙ୍ଗ୍-୧ ଯେଉଁଭଳି ବିସ୍ଫୋରଣ ସହିତ ପୃଥିବୀ ପୃଷ୍ଠକୁ ଖସିଥିଲା, ବର୍ତ୍ତମାନ ସେଭଳି ଘଟଣାର ପୁନରାବୃତ୍ତି ହେବା ଆଗରୁ ଏହାକୁ ପ୍ରତିହତ କରିବାକୁ ପ୍ରୟାସ କରୁଛି ଚୀନ୍। କାରଣ ପୂର୍ବଥର ଏଭଳି ତ୍ରୁଟି ପାଇଁ ଚୀନ୍‌ର ମହାକାଶ ଅଭିଯାନ ଅନ୍ତର୍ଜାତୀୟ ସ୍ତରରେ କଡ଼ା ସମାଲୋଚନାର ଶିକାର ହୋଇଥିଲା।

୨୦୨୦ ସୁଦ୍ଧା ମଙ୍ଗଳ ଗ୍ରହ ଅଭିଯାନର ଲକ୍ଷ୍ୟ ରଖିଥିବା ଚୀନ୍‌ ୨୦୩୦ ସୁଦ୍ଧା ବିଶ୍ୱର ପ୍ରମୁଖ ମହାକାଶ ଶକ୍ତିଙ୍କ ମଧ୍ୟରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛି ବୋଲି ଚୀନ୍‌ର ଜାତୀୟ ମହାକାଶ ସଂସ୍ଥାର ଉପ ନିର୍ଦ୍ଦେଶକ ଉ ୟାନ୍‌ହୁଆ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story