‘ଯଦି ଅଭିନନ୍ଦନ ରାଫେଲ୍‌ ଉଡ଼ାଇଥା’ନ୍ତେ...’

ମୁମ୍ବାଇ: ରାଫେଲ୍‌ ଯୁଦ୍ଧ ବିମାନ ଉଡ଼ାଣ କିଣା ନେଇ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ କହିଛନ୍ତି ଏହାକୁ ନେଇ ବିବାଦ ହେବାରୁ ଅସ୍ତ୍ର କିଣାରେ ବିଳମ୍ବ ହେଲା। ସେ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସମୟରେ ମିଗ୍‌ ୨୧ ବିମାନ ଉଡ଼ାଉଥିଲେ। ସେ ରାଫେଲ ଉଡ଼ାଇଥିଲେ ଫଳାଫଳ ଭିନ୍ନ ହୋଇଥା’ନ୍ତା।” ଆଇଆଇଟି ବମ୍ବେଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ସୁପ୍ରିମ୍‌କୋର୍ଟ ରାଫେଲ ପ୍ରସଙ୍ଗରେ ବଢ଼ିଆ ରାୟ ଦେଇଛନ୍ତି। […]

Dhanoa

Dhanoa

Subrat Kumar Nayak
  • Published: Sunday, 05 January 2020
  • Updated: 05 January 2020, 05:02 PM IST

Sports

Latest News

ମୁମ୍ବାଇ: ରାଫେଲ୍‌ ଯୁଦ୍ଧ ବିମାନ ଉଡ଼ାଣ କିଣା ନେଇ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ କହିଛନ୍ତି ଏହାକୁ ନେଇ ବିବାଦ ହେବାରୁ ଅସ୍ତ୍ର କିଣାରେ ବିଳମ୍ବ ହେଲା।

ସେ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସମୟରେ ମିଗ୍‌ ୨୧ ବିମାନ ଉଡ଼ାଉଥିଲେ। ସେ ରାଫେଲ ଉଡ଼ାଇଥିଲେ ଫଳାଫଳ ଭିନ୍ନ ହୋଇଥା’ନ୍ତା।” ଆଇଆଇଟି ବମ୍ବେଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ସୁପ୍ରିମ୍‌କୋର୍ଟ ରାଫେଲ ପ୍ରସଙ୍ଗରେ ବଢ଼ିଆ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ରାୟରେ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ କ୍ଲିନ୍‌ ଚିଟ୍‌ ମିଳିଥିଲା।

ସେ ଏହି ପ୍ରସଙ୍ଗରେ କହିବାକୁ ଯାଇ କହିଥିଲେ, “ ମୁଁ ସବୁବେଳେ କହିଆସିଛି ଆପଣ ଯଦି ଅସ୍ତ୍ରକିଣା ବ୍ୟବସ୍ଥାର ରାଜନୀତିକରଣ କରିବେ ପୁରା ବ୍ୟବସ୍ଥା ତା’ପଛରେ ଚାଲିବ। ସମସ୍ତ ଫାଇଲ୍‌ର ଗତି ଧୀମା ହୋଇଯିବ। କାରଣ ସମସ୍ତେ ବହୁତ ବହୁତ କନ୍‌ସିୟସ୍‌ ହୋଇ କାମ କରିବା ଆରମ୍ଭ କରିବେ। ବୋଫର୍ସ ଡିଲ୍‌ ମଧ୍ୟ ବିବାଦକୁ ଆସିଥିଲା, ଯଦିଓ ଏହି ଗନ୍‌ ଠିକ୍‌ଠାକ୍‌ ଥିଲା।”

ସେ କହିଛନ୍ତି, ଅନ୍ୟପକ୍ଷରେ ଲୋକେ ବର ଟିକସଦାତାମାନେ ଅସ୍ତ୍ରର ଦର ବାବଦରେ ପ୍ରଶ୍ନ କରିବାର ଅଧିକାର ମଧ୍ୟ ରହିଛି। ପ୍ରକୃତ କଥା ହେଉଛି ଏଥିରେ ବିବାଦ ପୁରାଇବା ପ୍ରତିରକ୍ଷାର ଅଧୁନିକୀକରଣକୁ ପ୍ରଭାବିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story