ସ୍ୱର୍ଣ୍ଣମନ୍ଦିରରେ କ୍ଷମା ମାଗିଲେ କେଜ୍ରିୱାଲ

ଅମୃତସର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ଯାଇ ବାବା ସାହିବଙ୍କ ଦରବାରରେ ଅଜାଣତରେ କରିଥିବା ଭୁଲ୍ ପାଇଁ କ୍ଷମା ମାଗିଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ମନ୍ଦିର ପରିସରରେ ରହିଥିଲେ। ସେଥିମଧ୍ୟରୁ ଅଧା ଘଣ୍ଟା ସେ କର ସେବା କରିଥିଲେ। ସେ ବାସନ ଧୋଇଥିଲେ। ସେ ମନ୍ଦିର ପରିକ୍ରମା କରିଥିଲେ ଓ କୀର୍ତ୍ତନ ଶୁଣିଥିଲେ। ଏ ସବୁ କରି ତାଙ୍କୁ ମାନସିକ ଶାନ୍ତି ମିଳିଲା ବୋଲି କେଜ୍ରିୱାଲ୍ କହିଛନ୍ତି। କେଜ୍ରିୱାଲଙ୍କ […]

kejri

kejri

Rakesh Mallick
  • Published: Monday, 18 July 2016
  • Updated: 18 July 2016, 02:08 PM IST

Sports

Latest News

ଅମୃତସର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ଯାଇ ବାବା ସାହିବଙ୍କ ଦରବାରରେ ଅଜାଣତରେ କରିଥିବା ଭୁଲ୍ ପାଇଁ କ୍ଷମା ମାଗିଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ମନ୍ଦିର ପରିସରରେ ରହିଥିଲେ। ସେଥିମଧ୍ୟରୁ ଅଧା ଘଣ୍ଟା ସେ କର ସେବା କରିଥିଲେ। ସେ ବାସନ ଧୋଇଥିଲେ। ସେ ମନ୍ଦିର ପରିକ୍ରମା କରିଥିଲେ ଓ କୀର୍ତ୍ତନ ଶୁଣିଥିଲେ। ଏ ସବୁ କରି ତାଙ୍କୁ ମାନସିକ ଶାନ୍ତି ମିଳିଲା ବୋଲି କେଜ୍ରିୱାଲ୍ କହିଛନ୍ତି।

କେଜ୍ରିୱାଲଙ୍କ ସହିତ ଆପ୍ ନେତା ଆଶିଷ ଖେତ୍ରୀ ବି ଉପସ୍ଥିତ ଥିଲେ। ସେ ବି କର ସେବା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story